ମେଷ- ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ଆଗ୍ରହ ବଢ଼ିବ କିନ୍ତୁ ଭୁଲ ହେବାର ସମ୍ଭାବନା ଅଛି। ଧନ ଆଗମନ ରହିବ କିନ୍ତୁ ଖର୍ଚ୍ଚ ବଢ଼ିବ । ପରିବାର ସହଯୋଗ ମିଳିବ । ମନକୁ ସ୍ଥିର ରଖିବା ଦରକାର । ଯାତ୍ରାର ଯୋଗ ରହିଛି । ଆତ୍ମବିଶ୍ୱାସ ରଖନ୍ତୁ ।

ବୃଷ- ଦିନଟି ଭଲ ରହିବ। ଆର୍ଥିକ ସ୍ଥିତି ସୁଧାର ହେବ । ନୂତନ କାମରେ ଆଗ୍ରହ ବଢ଼ିବ । ବନ୍ଧୁଙ୍କ ସହଯୋଗ ମିଳିବ। ଶିକ୍ଷାରେ ଉନ୍ନତି ହେବ । ମନ ଖୁସି ରହିବ । ନୂତନ ଯୋଜନା ସଫଳ ହେବ। ଲାଭର ଯୋଗ ଅଛି ।

ମିଥୁନ- ଦିନଟି କିଛି ଚିନ୍ତା ଦେଇପାରେ । କାର୍ଯ୍ୟରେ ବାଧା ଆସିପାରେ । ଅର୍ଥ ପ୍ରସଙ୍ଗରେ ସାବଧାନ ରୁହନ୍ତୁ । ଅନ୍ୟଙ୍କ କଥାରେ ପଡ଼ିବେନି। ପରିବାରରେ ସାଧାରଣ ପରିସ୍ଥିତି ରହିବ । ଧୈର୍ଯ୍ୟ ରଖନ୍ତୁ। ଅନାବଶ୍ୟକ ଖର୍ଚ୍ଚ ହେବାର ଯୋଗ ଅଛି ।

କର୍କଟ- ଦିନଟି ଶୁଭ ରହିବ । ଧନ ଲାଭ ଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ସମ୍ମାନ ବଢ଼ିବ । ଯାତ୍ରାର ଯୋଗ ରହିପାରେ । ମନ ଶାନ୍ତ ରହିବ । ନୂତନ କାର୍ଯ୍ୟରେ ଆଗକୁ ବଢ଼ିପାରିବେ।

ସିଂହ- ଦିନଟି ମିଶ୍ର ଫଳ ଦେବ । କାର୍ଯ୍ୟରେ ଚାପ ରହିବ । ଉଚ୍ଚ ଅଧିକାରୀଙ୍କ ସହ ସାବଧାନ ରୁହନ୍ତୁ । ଧନ ଆଗମନ ହେଲେ ମଧ୍ୟ ସଞ୍ଚୟ କମ ହେବ । ସ୍ୱାସ୍ଥ୍ୟ ଦେଖନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ ।

କନ୍ୟା- ଦିନଟି ଭଲ ରହିବ । ଶିକ୍ଷା ଓ କାର୍ଯ୍ୟରେ ସଫଳତା ମିଳିବ । ନୂତନ ଅବସର ମିଳିପାରେ । ଧନ ଲାଭ ଯୋଗ ଅଛି । ପରିବାର ସହଯୋଗ ମିଳିବ । ଆତ୍ମବିଶ୍ୱାସ ବଢ଼ିବ। ପ୍ରଶଂସା ମିଳିବ ।

ତୁଳା- ଦିନଟି ସାଧାରଣ ରହିବ। ଅପେକ୍ଷିତ କାମ ବିଳମ୍ବ ହୋଇପାରେ । ଧନ ଖର୍ଚ୍ଚ ବଢ଼ିବ । ସ୍ୱାସ୍ଥ୍ୟ ନେଇ ସାବଧାନ ରୁହନ୍ତୁ । ପରିବାରରେ ଛୋଟ ମତଭେଦ ହୋଇପାରେ । ଧୈର୍ଯ୍ୟ ରଖନ୍ତୁ । ଶାନ୍ତ ରୁହନ୍ତୁ ।

ବିଛା- ଦିନଟି ଭଲ ରହିବ । ଭାଗ୍ୟ ସହଯୋଗ ମିଳିବ । କାର୍ଯ୍ୟରେ ଲାଭ ହେବ । ବନ୍ଧୁଙ୍କ ସହଯୋଗ ମିଳିବ। ଧନ ଆଗମନ ରହିବ । ମନ ଖୁସି ରହିବ । ନୂତନ ସମ୍ପର୍କ ଗଠିତ ହେବ ।

ଧନୁ- ଦିନଟି କିଛି ସମସ୍ୟା ଦେଇପାରେ । କାର୍ଯ୍ୟରେ ବାଧା ଆସିପାରେ । ଧନ ନେଇ ଚିନ୍ତା ରହିବ । ଅନାବଶ୍ୟକ ଖର୍ଚ୍ଚ ହେବ । ଧୈର୍ଯ୍ୟ ରଖନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ ।

ମକର- ଦିନଟି ଭଲ ରହିବ । କାର୍ଯ୍ୟରେ ଉନ୍ନତି ହେବ । ଧନ ଲାଭ ଯୋଗ ଅଛି । ପରିବାରରେ ସୁଖ ଶାନ୍ତି ରହିବ । ନୂତନ ଅବସର ମିଳିପାରେ । ପ୍ରଶଂସା ମିଳିବ । କାମରେ ସଫଳତା ମିଳିବ ।

କୁମ୍ଭ- ଦିନଟି ସାଧାରଣ ରହିବ । କାର୍ଯ୍ୟରେ ଚାପ ରହିବ । ଧନ ଖର୍ଚ୍ଚ ବଢ଼ିବ । ସ୍ୱାସ୍ଥ୍ୟ ନେଇ ସାବଧାନ ରୁହନ୍ତୁ । ଧୈର୍ଯ୍ୟ ରଖନ୍ତୁ । ଅନାବଶ୍ୟକ ଚିନ୍ତା କମ କରନ୍ତୁ ।

ମୀନ- ଦିନଟି ଶୁଭ ରହିବ । ଭାଗ୍ୟ ସହଯୋଗ ମିଳିବ । ଧନ ଲାଭ ହେବ । କାର୍ଯ୍ୟରେ ସଫଳତା ମିଳିବ । ପରିବାରରେ ଖୁସି ରହିବ । ନୂତନ କାମ ଆରମ୍ଭ ପାଇଁ ଭଲ ଦିନ । ସମ୍ମାନ ବଢ଼ିବ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682