ଭୁବନେଶ୍ଵର ୦୧।୧୧ : ଜେଲ ଡିଜି ସୁଶାନ୍ତ ନାଥଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଅଭିଯୋଗ ଆଣିଲେ ଚୌଦ୍ବାର ଜେଲର ପୂର୍ବତନ ଜେଲର । ମାମଲା ନଉଠାଇଲେ କ୍ୟାରିୟର ଶେଷ କରିଦେବାକୁ ଧମକ ଦେଇଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି । ଚୌଦ୍ବାର ଥାନାରେ ମାମଲା ରୁଜୁ ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଗୃହ ବିଭାଗକୁ ସୂଚନା ଦେଇଛି କମିସନରେଟ୍ ପୋଲିସ ।

Also Read:-ଗଞ୍ଜାମରେ ବାତ୍ୟାର ବଡ଼ କ୍ଷୟକ୍ଷତି, ୧୦୫ ହଜାର ଲୋକ ପ୍ରଭାବିତ; ୧୧ ଜଣଙ୍କ ମିଳୁନି ପତ୍ତା

ସେପଟେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ହାଜିରା ପାଇଁ ନୋଟିସ୍ ହୋଇଛି । ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟିରେ ହାଜିରା ପାଇଁ ଉଭୟଙ୍କୁ ଚିଠି କରାଯାଇଛି ।

Watch Video:-