କଟକ ୬।୯: ଏବର୍ଷ ସମ୍ପୂର୍ଣ୍ଣ 'ପ୍ଲାଷ୍ଟିକ୍ ମୁକ୍ତ ବାଲିଯାତ୍ରା' ଆୟୋଜନ ଉପରେ ଗୁରୁତ୍ୱ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ପ୍ରସ୍ତୁତି ଓ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା ପାଇଁ ଲୋକମାନଙ୍କୁ ସଚେତନ କରାଯିବ ।

Also Read:- ଜାଗୋ କ୍ଲବ ପକ୍ଷରୁ ଗୁରୁ ଦିବସ ପାଳିତ, ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ

ପରିବେଶ ସ୍ୱଚ୍ଛତାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ସବୁ ବିଭାଗ ସହ ସମନ୍ୱୟ ରଖି ଏହାକୁ କାର୍ଯ୍ୟକାରୀ କରାଯିବ । ସାଧାରଣ ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।

Watch Video:<iframe width="933" height="525" src="https://www.youtube.com/embed/VD8EH1yw9I8" title="ମହାପ୍ରଳୟ ଆସିଲେ କେଉଁ ଦେଶ ବଞ୍ଚିଯିବେ ? ଗବେଷଣାରେ ସାମ୍ନାକୁ ଆସିଲା ୭ ଦେଶର ନାଁ | 7 Potential Last Survivors" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture; web-share" referrerpolicy="strict-origin-when-cross-origin" allowfullscreen></iframe>