ରାଜନୀତି

କିଏ ଦେଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ବିଷ ! ଇ-ମେଲ୍‌ରେ ଆସିଲା ଡେଥ୍ ଓ୍ୱାର୍ଣ୍ଣିଂ

କିଏ ଦେଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ବିଷ ! ଇ-ମେଲ୍‌ରେ ଆସିଲା ଡେଥ୍ ଓ୍ୱାର୍ଣ୍ଣିଂ

February 18, 2026

ପଞ୍ଜାବ ୧୮/୦୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ହତ୍ୟା ଧମକ । ମାନ୍ ବିଷାକ୍ତ କେମିକାଲ ପୋଲୋନିୟମ ଦିଆଯାଇଥିବା ଦାବି କରି ଖଲିସ୍ତାନ ସମର୍ଥକ ସଙ୍ଗଠନ, ଖଲିସ୍ତାନ ନ୍ୟାସନାଲ ଆର୍ମି ପଞ୍ଜାବ ପ୍ରଶାସନ ନିକଟକୁ ଇମେଲ ପଠାଇଛି । ଯଦି ଏଥିରେ ମାନ୍ ବଞ୍ଚିଯାଆନ୍ତି ତେବେ ତାଙ୍କ ଅବସ୍ଥା ପଞ୍ଜାବର ପୂର୍ବତନ ମୁଖ...

ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ

February 18, 2026

ଭୁବନେଶ୍ୱର ୧୮/୦୨: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା, ମଣ୍ଡି ସମସ୍ୟା ନେଇ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ସେହିଭଳି କୃଷି ଓ କୃଷକ......

ବଜେଟ ଅଧିବେଶନର ଦ୍ୱିତୀୟ ଦିନ, ଚାଷୀ ପ୍ରସଙ୍ଗକୁ ନେଇ ହୁଲସ୍ତୁଲ ହୋଇପାରେ ଗୃହ

ବିଜେପିରେ ଯୋଗ ଦେବେ ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଭୂପେନ ବୋରା, ସିଏମ୍ ହିମନ୍ତ ଶର୍ମାଙ୍କ ଦାବି

February 17, 2026

ନୂଆଦିଲ୍ଲୀ: ଆସାମ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଭୂପେନ ବୋରା ଫେବ୍ରୁଆରୀ ୨୨ରେ ବିଜେପିରେ ଯୋଗ ଦେବେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଙ୍ଗଳବାର ବୋରାଙ୍କୁ ଭେଟିବା ପରେ ଏହା ଘୋଷଣା କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଗୌହ......

ବିଜେପିରେ ଯୋଗ ଦେବେ ଆସାମର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଭୂପେନ ବୋରା, ସିଏମ୍ ହିମନ୍ତ ଶର୍ମାଙ୍କ ଦାବି

ରାହୁଲ ଗାନ୍ଧୀ... ଜବାବ ଦେବାକୁ ପଡିବ, କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

February 17, 2026

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ୍ସରେ ସକ୍ରିୟ ରହୁଛନ୍ତି । ଏକ୍ସ ପୋଷ୍ଟ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। ଆମେରିକା ସହ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ରାହୁଲ ପ......

ରାହୁଲ ଗାନ୍ଧୀ... ଜବାବ ଦେବାକୁ ପଡିବ, କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି, ବିଜେଡିରୁ ବାହାରି ଦୁଃଖୀ ନାହିଁ କି ସୁଖୀ ନାହିଁ

February 17, 2026

ଭୁବନେଶ୍ବର ୧୭।୨: ବିଜେଡିରୁ ନିଲମ୍ବନ ନେଇ ମୁହଁ ଖୋଲିଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ସେ କହିଛନ୍ତି ମୁଁ ନବୀନ ପଟ୍ଟନାୟକ କି ପାଣ୍ଡିଆନଙ୍କ ବିରୋଧରେ କିଛି କହିନାହିଁ । କାହିଁକି ସେମାନଙ୍କର ରାଗ ଜାଣିନାହିଁ । ଜିଲ୍ଲା ବିକାଶ କଥା କ......

ନିଲମ୍ବନ ନ୍ୟାୟ କି ଅନ୍ୟାୟ ମୁଁ ଜାଣିନି, ବିଜେଡିରୁ ବାହାରି ଦୁଃଖୀ ନାହିଁ କି ସୁଖୀ ନାହିଁ