ରାଜ୍ୟ

ଆଶୁତୋଷଙ୍କୁ ନ୍ୟାୟ ଦେବାକୁ ଗାଁ ଲୋକଙ୍କ ମେଳି, ଶବକୁ ରଖି ବନ୍ଦ କରିଦେଲେ ରାସ୍ତା, ରାତିସାରା ନାକେଦମ୍ ପୋଲିସ

ଆଶୁତୋଷଙ୍କୁ ନ୍ୟାୟ ଦେବାକୁ ଗାଁ ଲୋକଙ୍କ ମେଳି, ଶବକୁ ରଖି ବନ୍ଦ କରିଦେଲେ ରାସ୍ତା, ରାତିସାରା ନାକେଦମ୍ ପୋଲିସ

June 13, 2026

ବ୍ରହ୍ମପୁର: ଏମଭି କନଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡି ହୋଇ ମୃତ୍ୟୁ ଘଟଣା ଏବେ ଜୋର ଧରିଛି। ରାତିସାରା ବିଚ ରାସ୍ତାରେ ଆମ୍ବୁଲାନ୍ସରେ ଶବକୁ ରଖି ରାସ୍ତାରୋକ କରିଛନ୍ତି ପରିବାରବର୍ଗ ଓ ଅଞ୍ଚଳବାସୀ। ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ନାୟକ ଓ ତାଙ୍କ ଶାଳକଙ୍କୁ ଗିରଫ ଦାବି କରିଛନ୍ତି। ବ୍ରହ୍ମପୁର ଅନ୍ଧପସରା ରୋଡ଼ ଆସ୍କାର...

ସରକାରୀ ରେକର୍ଡରେ ରହିବନି ବିକୃତ ବନାନ, ୬୪ ସ୍ଥାନର ପ୍ରକୃତ ଓଡ଼ିଆ ନାମର ହେବ ପୁନରୁଦ୍ଧାର

June 13, 2026

ଭୁବନେଶ୍ୱର: ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରାତି ସାଢ଼େ ୧୧ଟାରେ ବୈଠକ ସରିବା ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ ଯେ ବିକଶିତ ଭାରତ ରୋଜଗାର ଗ୍ୟାରେଣ୍ଟି ଏବଂ......

ସରକାରୀ ରେକର୍ଡରେ ରହିବନି ବିକୃତ ବନାନ, ୬୪ ସ୍ଥାନର ପ୍ରକୃତ ଓଡ଼ିଆ ନାମର ହେବ ପୁନରୁଦ୍ଧାର

Weather: ଉତ୍ତର ଓଡ଼ିଶା ଦେଇ ଆସିଲା ମୌସୁମୀ; ୨ରୁ ୩ ଡିଗ୍ରୀ କମିବ ପାରଦ, ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା

June 13, 2026

ଭୁବନେଶ୍ୱର୧୩।୦୬: ସଭିଙ୍କୁ ସରପ୍ରାଇଜ୍ କରିଦେଇଛି ମୌସୁମୀ । ପାଣିପାଗ ବିଭାଗ କାଲିଯାଏଁ କହୁଥିଲା-ମୌସୁମୀ ପାଇଁ ଆହୁରି ୨/୩ ଦିନ ଅପେକ୍ଷା କର । ପାଗରେ ବି ସେମିତି ପରିବର୍ତ୍ତନ ଦେଖା ଯାଉନଥିଲା । ଆଜି ଆସିଗଲା ମୌସୁମୀ । ଚିରାଚରିତ ଦକ୍ଷିଣ......

Weather: ଉତ୍ତର ଓଡ଼ିଶା ଦେଇ ଆସିଲା ମୌସୁମୀ; ୨ରୁ ୩ ଡିଗ୍ରୀ କମିବ ପାରଦ, ଆଜି ଅନେକ ସ୍ଥାନରେ ବର୍ଷା ସମ୍ଭାବନା

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, କାର୍ଯ୍ୟସୂଚୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ 

June 12, 2026

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଲୋକସେବା ଭବନ ଠାରେ, ଆସନ୍ତା ଜୁନ୍ ୨୫ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଆରମ୍ଭ ହେବାକୁ ଥିବା "ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ-୨୦୨୬" ର ଆନୁଷ୍ଠାନିକ କାର୍ଯ୍ୟସୂଚୀ (Schedule) ଉନ୍ମୋଚ......

ଜୁନ ୨୫ରୁ ୨୮ ପର୍ଯ୍ୟନ୍ତ ହେବ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, କାର୍ଯ୍ୟସୂଚୀ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ 

ନିଶାରେ ରଜଦୋଳି ବାନ୍ଧୁଥିଲେ ଶ୍ବଶୁର- ଜ୍ବାଇଁ, ମତଭେଦରୁ ତୁମୁଳକାଣ୍ଡ

June 12, 2026

ନୀଳଗିରି: ରଜ ଦୋଳି ବନ୍ଧାକୁ ନେଇ ବିବାଦ। ସମ୍ପର୍କୀୟ ଜ୍ବାଇଁର ଗାଲକୁ କାମୁଡ଼ି ଛିଡ଼ାଇ ଦେଲା ଶ୍ବଶୁର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଘମରା ଅଞ୍ଚଳରେ।  ସୂଚନା ଅନୁସାରେ, ବାଘମରା ଗ୍ରାମରେ ଜ୍ବା......

ନିଶାରେ ରଜଦୋଳି ବାନ୍ଧୁଥିଲେ ଶ୍ବଶୁର- ଜ୍ବାଇଁ, ମତଭେଦରୁ ତୁମୁଳକାଣ୍ଡ