ରାଜ୍ୟ

ସିବିଆଇ ତଦନ୍ତରେ ଜଣାପଡ଼ିଲା ସତ, SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଥିଲା ସୀତାରାମ

ସିବିଆଇ ତଦନ୍ତରେ ଜଣାପଡ଼ିଲା ସତ, SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଥିଲା ସୀତାରାମ

February 07, 2026

ଆସିକା ୭।୨: SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ବ୍ରହ୍ମପୁରର ଜଣେ ଦଲାଲକୁ ଶୁକ୍ରବାର ଦିନ ସିବିଆଇ ଉଠାଇ ନେଇଛି । ଦଲାଲ ଜଣକ ହେଲେ କୁକୁଡ଼ାଖଣ୍ଡି ଶାନ୍ତି ନଗର ଇପିଲି. ସୀତାରାମ । ସୀତାରାମ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ଥିବା ସିବିଆଇ ତଦନ୍ତରେ ଜଣାପଡିଥିଲା । ସିବିଆଇ...

ଚକୋଲେଟ୍ ଦେବା ବାହାନାରେ ଜଙ୍ଗଲକୁ ଭିଡ଼ିନେଲେ ବୃଦ୍ଧ, ନାବାଳିକାଙ୍କୁ ଅସଦାଚରଣ !

February 07, 2026

ଆଠଗଡ଼ ୦୭।୦୨ : ନାବାଳିକାଙ୍କୁ ଅସଦାଚରଣ । ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗରେ ଖୁଣ୍ଟୁଣୀ ଥାନା ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରିଛି ।ଗିରଫ ବୃଦ୍ଧ ଜଣଙ୍କ ହେଲେ ଖୁଣ୍ଟୁଣୀ ଥାନା ରାଧାଦାମୋଦରପ......

ଚକୋଲେଟ୍ ଦେବା ବାହାନାରେ ଜଙ୍ଗଲକୁ ଭିଡ଼ିନେଲେ ବୃଦ୍ଧ, ନାବାଳିକାଙ୍କୁ ଅସଦାଚରଣ !

୨୦ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ, ଲୋକସେବା ଭବନରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

February 07, 2026

ଭୁବନେଶ୍ୱର ୦୭/୦୨: ଆଜି ବଜେଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦ରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ଲୋକସେବା ଭବନରେ ଆଜି ଅପରାହ୍ନ ୩ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ......

୨୦ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ, ଲୋକସେବା ଭବନରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ମହିଳା ଅତିରିକ୍ତ ତହସିଲଦାରଙ୍କୁ ନିର୍ଯାତନା ଦେଲେ, ମାମଲା ଥାନାକୁ ଗଲା ବୋଲି ନେଲେ ନିଷ୍ପତ୍ତି

February 07, 2026

ଦିଗପହଣ୍ଡି ୦୭/୦୨: ସରକାରୀ ଡ୍ୟୁଟିରେ ଥିବା ଜଣେ ମହିଳା ଅତିରିକ୍ତ ତହସିଲଦାରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଜଣେ ପଞ୍ଚାୟତ ନିର୍ବାହୀ ଅଧକାରୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ । ଥାନାରେ ମାମଲା ରୁଜୁ ହେବା ଜାଣିବା......

ମହିଳା ଅତିରିକ୍ତ ତହସିଲଦାରଙ୍କୁ ନିର୍ଯାତନା ଦେଲେ, ମାମଲା ଥାନାକୁ ଗଲା ବୋଲି ନେଲେ ନିଷ୍ପତ୍ତି

୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା, ହାଇକୋର୍ଟ ଯିବ ନାଣ୍ଡୁ ବାବୁ-ସାଇ ବିବାଦ !

February 07, 2026

ଭୁବନେଶ୍ବର ୦୭।୦୨ : ତୁଳସୀ ଗଣନାଟ୍ୟକୁ ଝଟକା। ନିଜ ଜିଦରେ ଅଟଳ ଚର୍ଚ୍ଚିତ ଯୋଡ଼ି ସାଇ -ପାୟଲ। ଶୁକ୍ରବାର  'ଏଇ ବୋଧେ ଶେଷ ଦେଖା' ମଞ୍ଚ ନଚଢ଼ିବାରୁ ଘନେଇଛି ବିବାଦ। ଏବେ ହାଇକୋର୍ଟକୁ ଯିବ ନାଣ୍ଡୁ ବାବୁ- ସାଇ-ପାୟଲ ବିବାଦ। ଅଭିନେତା ସାଇ ସତ......

୧୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା, ହାଇକୋର୍ଟ ଯିବ ନାଣ୍ଡୁ ବାବୁ-ସାଇ ବିବାଦ !