ରାଜ୍ୟ

ତମନ୍ନା ଭୋଇଙ୍କୁ ବେଷ୍ଟ ଅଲରାଉଣ୍ଡର ଛାତ୍ରୀ ଭାବେ ଖଣ୍ଡପଡ଼ା ଟ୍ରଫି ପ୍ରଦାନ

ତମନ୍ନା ଭୋଇଙ୍କୁ ବେଷ୍ଟ ଅଲରାଉଣ୍ଡର ଛାତ୍ରୀ ଭାବେ ଖଣ୍ଡପଡ଼ା ଟ୍ରଫି ପ୍ରଦାନ

February 07, 2026

ଭୁବନେଶ୍ୱର ୦୭।୦୨: ବିଜେବି କଲେଜ ଛାତ୍ରୀ ତମନ୍ନା ଭୋଇଙ୍କୁ ବେଷ୍ଟ ଅଲରାଉଣ୍ଡର ଛାତ୍ରୀ ଭାବେ ଖଣ୍ଡପଡ଼ା ଟ୍ରଫି ପ୍ରଦାନ। କଲେଜ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ତମନ୍ନାଙ୍କୁ ବିଜେବି କଲେଜ ଅଧ୍ୟକ୍ଷା ପ୍ରଫେସର ଝୁମକି ରଥ ଏହି ଟ୍ରଫି ପ୍ରଦାନ କରିଛନ୍ତି। ଶିକ୍ଷାଗତ ଦକ୍ଷତା, ନେତୃତ୍ୱ ଏବଂ ସାମଗ୍ରିକ ଉତ୍କର୍ଷତାକୁ...

ଶ୍ରୀମନ୍ଦିରରେ ପଡିଥିଲା ଖଙ୍କାର, ବଡ଼ ଠାକୁରଙ୍କର ହେଲା ବଡ଼ ମହାସ୍ନାନ

February 07, 2026

ପୁରୀ ୦୭।୦୨ : ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ବଡ଼ ମହାସ୍ନାନ । ଶ୍ରୀମନ୍ଦିରରେ ଖଙ୍କାର ପଡିଥିବାର ଦେଖିଲା ପରେ ତୁରନ୍ତ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା ।......

ଶ୍ରୀମନ୍ଦିରରେ ପଡିଥିଲା ଖଙ୍କାର, ବଡ଼ ଠାକୁରଙ୍କର ହେଲା ବଡ଼ ମହାସ୍ନାନ

ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

February 07, 2026

ଭୁବନେଶ୍ବର ୭।୨: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ପାଇଁ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି । ଏହି ଅର୍ଥନୈତିକ କରିଡରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ......

ବିସିପିପିଇଆର ହେବ ଓଡ଼ିଶା ଭିଜନ ୨୦୪୭ର ମୁଖ୍ୟ ଗ୍ରୋଥ୍ ଇଞ୍ଜିନ, ରାଜ୍ୟ ଜିଡିପିକୁ ଅବଦାନ ୧୫ ଗୁଣା ବୃଦ୍ଧି ଲକ୍ଷ୍ୟ

ମହାନଦୀ ଜଳ ବିବାଦ ମାମଲା, ଟ୍ରିବ୍ୟୁନାଲ୍‌ର ସ୍ପଟ୍ ଭିଜିଟ୍ ପରେ ମାର୍ଚ୍ଚ ୧୪ରେ ଶୁଣାଣି

February 07, 2026

ଭୁବନେଶ୍ୱର ୦୭।୦୨ : ମହାନଦୀ ଜଳ ବିବାଦ ମାମଲା। ଆସନ୍ତା ମାର୍ଚ୍ଚ ୧୪ ତାରିଖକୁ ଘୁଞ୍ଚିଲା ଶୁଣାଣି। ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ଭିଜିଟ୍ ହେବ। ଟ୍ରିବ୍ୟୁନାଲ୍ ସ୍ପଟ୍ ଭିଜିଟ୍ କରିସାରିବା ପରେ ମାର୍ଚ୍ଚ......

ମହାନଦୀ ଜଳ ବିବାଦ ମାମଲା, ଟ୍ରିବ୍ୟୁନାଲ୍‌ର ସ୍ପଟ୍ ଭିଜିଟ୍ ପରେ ମାର୍ଚ୍ଚ ୧୪ରେ ଶୁଣାଣି

ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ମାଓ ଗଡ଼, ଖୁବ୍‌ଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ରାୟଗଡ଼ା ଜିଲ୍ଲା

February 07, 2026

ରାୟଗଡ଼ା ୦୭।୦୨ : ଭୁଶୁଡୁଛି ଲାଲ୍ ଗଡ଼ । ପ୍ରଥମ ମାଲକାନଗିରି, ପରେ କୋରାପୁଟ, ବୌଦ୍ଧ, ଆଉ ଏବେ ରାୟଗଡ଼ା ଜିଲ୍ଲା ମାଓ ମୁକ୍ତ ହେବ । ରାୟଗଡ଼ା ଜିଲ୍ଲା ପୁରା ମାଓ ମୁକ୍ତ ଅଞ୍ଚଳ ହେବା ନେଇ ଏଡିଜି ସଂଜୀବ ପଣ୍ଡା ଘୋଷଣା କରିଛନ୍ତି । ରାୟଗଡ଼......

ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ମାଓ ଗଡ଼, ଖୁବ୍‌ଶୀଘ୍ର ମାଓ ମୁକ୍ତ ହେବାକୁ ଯାଉଛି ରାୟଗଡ଼ା ଜିଲ୍ଲା