ରାଜ୍ୟ

କିଛି ଦିନ ତଳେ ବିବାହ କରିଥିଲେ, ଏବେ ଘର ଭିତରୁ ମିଳିଲା ବିବାହିତ ପୁଅର ଝୁଲନ୍ତା ମୃତଦେହ

କିଛି ଦିନ ତଳେ ବିବାହ କରିଥିଲେ, ଏବେ ଘର ଭିତରୁ ମିଳିଲା ବିବାହିତ ପୁଅର ଝୁଲନ୍ତା ମୃତଦେହ

July 19, 2026

ସୋର ୧୯।୦୭ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ସିଂହସାହି ଗାଁରୁ ଠାବ ହୋଇଛି ମୃତଦେହ । ଘର ଭିତରୁ ମିଳିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ଲହୁମୁହାଣ ପଞ୍ଚାୟତ କାଳନ୍ଦୀପାଟଣା ଗାଁରେ ବଳରାମ ସେଠୀଙ୍କ ପୁଅ ଅନନ୍ତ ସେଠା ବୋଲି ଜଣାପଡିଛି । ମୃତକଙ୍କ ବୟସ ୨୭ ବୋଲି ଜଣାପଡିଛି ।...

ମହାପ୍ରଭୁଙ୍କ ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି ଶେଷ, ୯ଟି ରତ୍ନ ଅଳଙ୍କାରର ହେଲା ଯାଞ୍ଚ

July 19, 2026

ପୁରୀ ୧୯।୭: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ଦୁର୍ଲଭ ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଅଳଙ୍କାର ଓଲାଗି ପରେ ଆଜି କରାଯାଇଥିଲା ଗଣତି ମଣତି। ଦିନ ୧୧ ଟା ୩୬ ମିନିଟ୍ରେ......

ମହାପ୍ରଭୁଙ୍କ ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାରର ଗଣତି-ମଣତି ଶେଷ, ୯ଟି ରତ୍ନ ଅଳଙ୍କାରର ହେଲା ଯାଞ୍ଚ

Weather Update : ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ !

July 19, 2026

ଭୁବନେଶ୍ୱର ୧୯।୦୭: ରାଜ୍ୟରେ ପୁଣି ବଦଳିବାକୁ ଯାଉଛି ପାଣିପାଗର ମିଜାଜ୍। ବାୟୁମଣ୍ଡଳରେ ପ୍ରଚୁର ଜଳୀୟ ବାଷ୍ପ ଯୋଗୁଁ ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।......

Weather Update : ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ୨୫ ଯାଏଁ ରାଜ୍ୟରେ ପ୍ରବଳ ବର୍ଷିବ !

ପୁରୀ ସମୁଦ୍ରରେ ପୁଣି ଅଘଟଣ, ଗାଧୋଇବା ବେଳେ ବୁଡ଼ି ଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର

July 19, 2026

ପୁରୀ ୧୯।୭: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ଜଣ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ରେ ଘଟିଛି ଏଭଳି ଅଘଟଣ । Also Read:- ଭକ୍ତଙ୍କ ଭାବନା ସହ ଖେଳ !......

ପୁରୀ ସମୁଦ୍ରରେ ପୁଣି ଅଘଟଣ, ଗାଧୋଇବା ବେଳେ ବୁଡ଼ି ଯାଉଥିବା ୨ ପର୍ଯ୍ୟଟକ ଉଦ୍ଧାର

ଭକ୍ତଙ୍କ ଭାବନା ସହ ଖେଳ ! ଜଗନ୍ନାଥ ଦର୍ଶନ ସେବା ନାଁରେ ନକଲି ବିଜ୍ଞାପନ ଭାଇରାଲ୍

July 19, 2026

ପୁରୀ ୧୯।୭: ଘୋଷଯାତ୍ରା ଅବସରରେ ମାତିଛନ୍ତି ଅନଲାଇନ ଠକ । ଅନଲାଇନରେ ମହାପ୍ରଭୁଙ୍କୁ ଦର୍ଶନ କରାଇଦେବା ନେଇ ସୋସିଆଲ ମିଡିଆରେ ଦିଆଯାଇଛି ବିଜ୍ଞାପନ । ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ବୋଲି ବିଜ୍ଞାପନ ମାଧ୍ୟମରେ ଦିଆଯାଇଛି । EO Odish......

ଭକ୍ତଙ୍କ ଭାବନା ସହ ଖେଳ ! ଜଗନ୍ନାଥ ଦର୍ଶନ ସେବା ନାଁରେ ନକଲି ବିଜ୍ଞାପନ ଭାଇରାଲ୍