Live Live
LIVE

ରାଜ୍ୟ

ପଥର ଖାଦାନରେ ଦୁର୍ଘଟଣା, ମାଟି ତଳେ ଚାପି ହୋଇଗଲେ ୨ ଶ୍ରମିକ !

ପଥର ଖାଦାନରେ ଦୁର୍ଘଟଣା, ମାଟି ତଳେ ଚାପି ହୋଇଗଲେ ୨ ଶ୍ରମିକ !

January 04, 2026

ଢେଙ୍କାନାଳ ୦୪।୧୨ : ଢେଙ୍କାନାଳ ମୋଟଙ୍ଗା ପଥର ଖାଦାନରେ ଦୁର୍ଘଟଣା। ଏଥିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁଇ ଶ୍ରମିକ ବିସ୍ପୋରଣ ପାଇଁ...

ସୋଆରେ ‘ଗ୍ରାଣ୍ଡ ହୋମ୍‌ କମିଂ’, ନିଜ କାର୍ଯ୍ୟରେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କର

January 04, 2026

ଭୁବନେଶ୍ୱର ୦୪।୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ପୁରାତନ ଛାତ୍ର ସଂଘ ‘ସେଲ୍’ ପକ୍ଷରୁ ବନ୍ଧୁ ମିଳନ-୨୦୨୫ ‘ଗ୍ରାଣ୍ଡ ହୋମ୍ କମିଂ’ ଅନୁଷ୍ଠିତ ହୋଇଛି । ଏଥିରେ ୧୫୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋ......

 ସୋଆରେ ‘ଗ୍ରାଣ୍ଡ ହୋମ୍‌ କମିଂ’, ନିଜ କାର୍ଯ୍ୟରେ ବିଶ୍ୱବିଦ୍ୟାଳୟକୁ ଗୌରବାନ୍ୱିତ କର

ରାଜଧାନୀରେ ପଥ ଉତ୍ସବ, ଜମୁଛି ନାଚଗୀତର ଆସର; ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ଯାଏଁ ଗାଡି ଚଳାଚଳ ବନ୍ଦ

January 04, 2026

ଭୁବନେଶ୍ୱର ୦୪।୦୧: ଆଜି ଭୁବନେଶ୍ବରରେ ଆରମ୍ଭ ହୋଇଛି ପଥ ଉତ୍ସବ । ଉତ୍ସବ ମୁଖର ଜନପଥ । ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀ ବାସିନ୍ଦା। ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ ପାଳନ କରାଯାଉଛି। ଭୁବନେଶ୍ୱରର ମାଷ୍ଟର କ୍ୟା......

ରାଜଧାନୀରେ ପଥ ଉତ୍ସବ, ଜମୁଛି ନାଚଗୀତର ଆସର; ମାଷ୍ଟର କ୍ୟାଣ୍ଟିନ୍‌ରୁ ରାମ ମନ୍ଦିର ଯାଏଁ ଗାଡି ଚଳାଚଳ ବନ୍ଦ

ଆହୁରି ୨ ଦିନ କଲବଲ କରିବ ଭୀଷଣ କୁହୁଡ଼ି, ୪ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

January 04, 2026

ଭୁବନେଶ୍ୱର ୦୪।୧୨ : କିଛି ଦିଶିଲାନି । ଧୂଆଁର ବହଳ ଆସ୍ତରଣ । ଚାରି ପାଖ ଅନ୍ଧାର । ରାସ୍ତାରେ ଯାଉଥିବା ଲୋକେ ଆଗକୁ ବଢ଼ି ପାରିଲେନି । ସମସ୍ତେ ଫସି ରହିଲେ । ଆଗକୁ ଆହୁରି କଲବଲ କରିବ କୁହୁଡି । ଆହୁରି ଦୁଇ ଦିନ ଏଭଳି ଭୀଷଣ କୁହୁଡ଼ି ବାଟ ଓଗା......

ଆହୁରି ୨ ଦିନ କଲବଲ କରିବ ଭୀଷଣ କୁହୁଡ଼ି, ୪ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ

କୃଷ୍ଣ-ବଳରାମଙ୍କ ପଦାଘାତେ ମୋକ୍ଷ ପାଇଲେ କଂସ, ଶେଷ ହେଲା ବରଗଡ଼ ଧନୁଯାତ୍ରା

January 04, 2026

ବରଗଡ଼ ୦୪।୧୨ : ବରଗଡ଼ ଧନୁଯାତ୍ରା ଉଦଯାପିତ । କୃଷ୍ଣ ଏବଂ ବଳରାମଙ୍କ ପଦାଘାତରେ ମୋକ୍ଷ ପାଇଛନ୍ତି କଂସ । ଶେଷ ହୋଇଛି ମହାପରାକ୍ରମୀ ମହାରାଜା କଂସଙ୍କ ଅତ୍ୟାଚାର। ଭଣଜା କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇଛନ୍ତି ମାମୁ । କଂସ ଆତଙ୍କରେ ଥରହର......

କୃଷ୍ଣ-ବଳରାମଙ୍କ ପଦାଘାତେ ମୋକ୍ଷ ପାଇଲେ କଂସ, ଶେଷ ହେଲା ବରଗଡ଼ ଧନୁଯାତ୍ରା