Live Live

ରାଜ୍ୟ

Cyclonic Winds : ମାତ୍ର ୧୦ ମିନିଟ୍, ଘୂର୍ଣ୍ଣିଝଡ଼ରେ ସବୁ ଛାରଖାର ; ଘର ଭାଙ୍ଗିଲା, ଲୋକଙ୍କୁ ମାରିଲା

Cyclonic Winds : ମାତ୍ର ୧୦ ମିନିଟ୍, ଘୂର୍ଣ୍ଣିଝଡ଼ରେ ସବୁ ଛାରଖାର ; ଘର ଭାଙ୍ଗିଲା, ଲୋକଙ୍କୁ ମାରିଲା

March 15, 2026

କରଞ୍ଜିଆ ୧୫।୩: ମୟୁରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ । ହଠାତ୍ ମାଡ଼ି ଆସିଲା, କରାଳ ରୂପ ଧାରଣ କଲା । ଚାହୁଁଚାହୁଁ ସବୁ ଛାରଖାର ହୋଇଗଲା । କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି ଛପର ଉଡ଼ାଇଲା । ରାସ୍ତାରୁ ଅଟୋକୁ ନେଇ ପୋଖରୀରେ କଚାଡ଼ିଲା । ଲୋକ ବି ଏଥିରୁ ବର୍ତ୍ତିଲେନି । ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ା...

୧୦ ଲକ୍ଷ ଟଙ୍କାର ସୁନା ଗହଣା ବ୍ୟାଗ୍ ହଜିଯାଇଥିଲା, ସିସିଟିଭି ଯାଞ୍ଚ ପରେ…

March 15, 2026

ବଲାଙ୍ଗିର ୧୫।୩: ୧୦ ଲକ୍ଷ ଟଙ୍କାର ସୁନା ଗହଣା ବ୍ୟାଗ୍ ହଜିଯାଇଥିଲା । ଫେରି ପାଇବେ ବୋଲି ଆଶା ନଥିଲା । ପୋଲିସ ସାହାଯ୍ୟରେ ଫେରିପାଇଲେ ମହିଳା । ହଜିଥିବା ସୁନା ଗହଣା ବ୍ୟାଗ୍ ଫେରିପାଇଲେ । ପୋଲିସକୁ ଧନ୍ୟବାଦ ଦେଲେ । ଏ ଖବର ବି ପଢ଼ନ୍ତୁ:-......

୧୦ ଲକ୍ଷ ଟଙ୍କାର ସୁନା ଗହଣା ବ୍ୟାଗ୍ ହଜିଯାଇଥିଲା, ସିସିଟିଭି ଯାଞ୍ଚ ପରେ…

ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍, ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ

March 15, 2026

ଭୁବନେଶ୍ବର ୧୫।୩: ମୋହନା ବିଧାୟକ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ । ସୋ’ କଜ୍ ନୋଟିସ୍ ଜାରି କଲା ପିସିସି ଶୃଙ୍ଖଳା କମିଟି । ଦଳୀୟ ଶୃଙ୍ଖଳା ଅବମାନନା ନେଇ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ୍ ହୋଇଛି । ରବିବାର ସନ୍ଧ୍ୟା ସୁଦ୍ଧ......

ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍, ସନ୍ଧ୍ୟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ନିର୍ଦ୍ଦେଶ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଅଣନିଃଶ୍ବାସୀ ହୋଇ ଭକ୍ତ ବେହୋସ

March 15, 2026

ପୁରୀ ୧୫।୩: ରବିବାର ଛୁଟିଦିନ ଥିବାରୁ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଅସମ୍ଭାଳ ଭିଡ଼। ଭିଡ଼ ଏଭଳି ହୋଇଥିଲା ଯେ ସିଂହଦ୍ଵାର ବ୍ୟାରିକେଡ଼ ପୂର୍ଣ୍ଣ ହୋଇଯିବା ପରେ ଭକ୍ତଙ୍କ ଲମ୍ବା ଲାଇନ୍ ବଡ଼ଦାଣ୍ଡର ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍......

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼, ପ୍ରଚଣ୍ଡ ଖରା ଓ ଗୁଳୁଗୁଳିରେ ଅଣନିଃଶ୍ବାସୀ ହୋଇ ଭକ୍ତ ବେହୋସ

ମେଡିକାଲକୁ ଚେକ୍‌ଅପ୍ ପାଇଁ ଆସିଥିଲେ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଗର୍ଭବତୀଙ୍କ ଜୀବନ

March 15, 2026

ଭଦ୍ରକ ୧୫।୦୩ : ଟ୍ରାକ୍ଟର ଧକ୍କାରେ ଗର୍ଭବତୀ ମୃତ । ସ୍ୱାମୀ-ଝିଅ ସହ ମେଡିକାଲକୁ ଆସୁଥିଲେ ଗର୍ଭବତୀ ମହିଳା । ହେଲେ ଅଧାରାସ୍ତାରେ ଚାଲିଦେଲା ଧାନ ବୋଝେଇ ଟ୍ରାକ୍ଟର । ଭଦ୍ରକ ସହରାଞ୍ଚଳ ଥାନା ବନ୍ତ ଛକ ନିକଟରେ ଘଟିଛି ଏପରି ଦୁଃଖଦ ଘଟଣା । ......

ମେଡିକାଲକୁ ଚେକ୍‌ଅପ୍ ପାଇଁ ଆସିଥିଲେ, ଟ୍ରାକ୍ଟର ଧକ୍କାରେ ଚାଲିଗଲା ଗର୍ଭବତୀଙ୍କ ଜୀବନ