Live Live

ରାଜ୍ୟ

ଟ୍ରକକୁ ପିଟିଲା ସ୍କୁଲ୍ ବସ୍, ଗାଡ଼ିରେ ଥିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ

ଟ୍ରକକୁ ପିଟିଲା ସ୍କୁଲ୍ ବସ୍, ଗାଡ଼ିରେ ଥିଲେ ୧୫ରୁ ଅଧିକ ଛାତ୍ରଛାତ୍ରୀ

April 13, 2026

ଯାଜପୁର ୧୩।୦୪ : ଟ୍ରକକୁ ପିଟିଲା ଘରୋଇ ସ୍କୁଲ ବସ୍ । ଯାଜପୁର ନୂଆପଦା ନିକଟରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଯେଉଁଥିରେ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଘରୋଇ...

ଶୁକ୍ରବାର ଯାଏଁ କଲବଲ କରିବ ତାତି, ୪୫ ଡିଗ୍ରୀ ଡେଇଁବ ପାରଦ

April 13, 2026

ଭୁବନେଶ୍ୱର ୧୩।୦୪ : ତାତି ଏକାଥରକେ ୪ରୁ ୬ ଡିଗ୍ରୀ ବଢ଼ିଯିବ। ପ୍ରଚଣ୍ଡ ଖରା ଯୋଗୁ ଭୀଷଣ ଗରମ ଆଉ ଗୁଳୁଗୁଳି ଅସହ୍ୟ ହେବ। ଆସନ୍ତା ଶୁକ୍ରବାର ଯାଏ ଏଭଳି ତାତି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଜି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ......

ଶୁକ୍ରବାର ଯାଏଁ କଲବଲ କରିବ ତାତି, ୪୫ ଡିଗ୍ରୀ ଡେଇଁବ ପାରଦ

ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର

April 12, 2026

ଭୁବନେଶ୍ଵର: ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ଚିକ୍ ମିକ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଭୁବନେଶ୍ଵର। ସରକାରୀ କୋଠା ଠାରୁ ରାସ୍ତା ଘାଟ ନବ ବଧୁ ବେଶରେ ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧା......

ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର

ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ

April 12, 2026

ଭୁବନେଶ୍ବର ୧୨।୪: ଏପ୍ରିଲ ମାସ ଆରମ୍ଭରୁ ଡହଡହ ଖରା । ସତେ ଯେମିତି ଆକାଶରୁ ଏବେ ନିଆଁ ବର୍ଷୁଛି । ସକାଳ ୮ଟା ବାଜିଲେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ପଶ୍ଚିମରୁ ଉପକୂଳ ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ କଲବ......

ସବୁଠି ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି, ଅନେକ ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଚାକିରି ଦେବାକୁ କହି ନେଇଆସିଥିଲେ, ମଧ୍ୟପ୍ରଦେଶ ନେଇ ବିବାହ କରାଇ ଦେଇଥିଲେ

April 12, 2026

ରାଉରକେଲା ୧୨।୪: ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି ଅଭିଯୋଗ । ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କଲେ ପରିବାର ଲୋକେ । ଚାକିରି କରାଇଦେବା କହି ବୀରମିତ୍ରପୁର ଥାନା ପିଟର ଧୋବେଇ ଗାଁର ଯୁବତୀଙ୍କୁ ସେହି ଗାଁର ମହିଳା ଏବଂ ତାଙ୍କ ସ୍......

ଚାକିରି ଦେବାକୁ କହି ନେଇଆସିଥିଲେ, ମଧ୍ୟପ୍ରଦେଶ ନେଇ ବିବାହ କରାଇ ଦେଇଥିଲେ