Live Live
Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ସରିଥିଲା ନିର୍ବନ୍ଧ, ୧୦ରେ ହୋଇଥାନ୍ତା ବିବାହ... ଯୁବତୀଙ୍କ ବେକ କାଟି ମାରିଲା କିଏ ? ବ୍ୟବଚ୍ଛେଦ ରିପୋର୍ଟ କହିବ ସତ...

ସରିଥିଲା ନିର୍ବନ୍ଧ, ୧୦ରେ ହୋଇଥାନ୍ତା ବିବାହ... ଯୁବତୀଙ୍କ ବେକ କାଟି ମାରିଲା କିଏ ? ବ୍ୟବଚ୍ଛେଦ ରିପୋର୍ଟ କହିବ ସତ...

April 22, 2026

ଜଗତସିଂହପୁର ୨୨।୦୪ : ଜଗତସିଂହପୁର ସଦର ଥାନା ଅଞ୍ଚଳରେ ବିଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ପରେ ତନାଘନା । କାଠିଆପଡ଼ା ଗାଁର ସସ୍ମିତା ଦାସଙ୍କୁ ହତ୍ୟା କରିଥିବା ପାରିପାଶ୍ବିକ ସ୍ଥିତିରୁ ଜଣାପଡିଛି । ଅତି ନିର୍ମମ ଭାବେ ଯୁବତୀଙ୍କ ବେକ କାଟି ହତ୍ୟା ପରେ ବିଲରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସ...

ଦ୍ରୁତ ଗତି ମହାବିପତ୍ତି, ଭାରସାମ୍ୟ ହରାଇ ବସ୍ ତଳକୁ ପଶିଗଲା ବାଇକ୍

April 22, 2026

ବଲାଙ୍ଗୀର ୨୨।୦୪ : ବଲାଙ୍ଗୀର ସହର ଭିତରେ ପୁଣି ଦୁର୍ଘଟଣା । ସହରରେ ଥିବା ପାଟନେଶ୍ୱରୀ ମନ୍ଦିର ସମ୍ମୁଖରେ ହୋଇଛି ଏହି ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବାଇକ୍ ବସ୍ ତଳକୁ ପଶିଯାଇଛି । ଯାହାଫଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଛି......

ଦ୍ରୁତ ଗତି ମହାବିପତ୍ତି, ଭାରସାମ୍ୟ ହରାଇ ବସ୍ ତଳକୁ ପଶିଗଲା ବାଇକ୍

ଆଗାମୀ ୪ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର, ସଂଧ୍ୟାରେ କାଳବୈଶାଖୀର ଆଲର୍ଟ !

April 22, 2026

ଭୁବନେଶ୍ୱର ୨୨।୦୪ : ବୁଧବାର ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଭୀଷଣ ଗୁଳୁଗୁଳି ହେବ। ଆର୍ଦ୍ରତା ଅଧିକ ଯୋଗୁ ଗରମ ଓ ଗୁଳୁଗୁଳି ନାକେଦମ୍ କରିବ । ସେପଟେ ୨୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ପାଣିପାଗ ବିଭାଗ ଏଭଳି ପୂ......

ଆଗାମୀ ୪ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ମିଳିବନି ନିସ୍ତାର, ସଂଧ୍ୟାରେ କାଳବୈଶାଖୀର ଆଲର୍ଟ !

Mukhyamantri Kanya Bibaha Yojana: ଭଦ୍ରକରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ, ବିବାହ କଲେ ୨୫ ଯୋଡ଼ା ବରକନ୍ୟା

April 21, 2026

ଭଦ୍ରକ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମଙ୍ଗଳବାର ଭଦ୍ରକ ଜିଲ୍ଲା ସହିଦ ସ୍ମୃତି ଭବନଠାରେ ବିବାହ କରିଛନ୍ତି ୨୫ ଯୋଡ଼ା ବରକନ୍ୟା। ବୈଦିକ ରୀତିନୀତି ଅନୁସାରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଦ୍ରକ ଜିଲ୍ଲାପାଳ ଦ......

Mukhyamantri Kanya Bibaha Yojana: ଭଦ୍ରକରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ, ବିବାହ କଲେ ୨୫ ଯୋଡ଼ା ବରକନ୍ୟା

ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ

April 21, 2026

ପୁରୀ: ସୋସିଆଲ ମିଡିଆରେ ମନ୍ଦିର ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଅଭିଯୁକ୍ତ। ବିଭିନ୍ନ ମନ୍ଦିର ଓ ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ......

ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ