Live Live
Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

Heatwave Alert :  ହେବନି ଅବପାତ, ୪ ଡିଗ୍ରୀ ବଢିବ ତାତି, ୬ରୁ ୭ ଦିନ ମଧ୍ୟରେ ଉପରମୁହାଁ ହେବ ପାରଦ !

Heatwave Alert : ହେବନି ଅବପାତ, ୪ ଡିଗ୍ରୀ ବଢିବ ତାତି, ୬ରୁ ୭ ଦିନ ମଧ୍ୟରେ ଉପରମୁହାଁ ହେବ ପାରଦ !

May 13, 2026

ଭୁବନେଶ୍ୱର ୧୩।୦୫ : ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍ । ଆଗାମୀ ୪୮ ଘଣ୍ଟାରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ । କିନ୍ତୁ ଅବପାତ ହେବାର କ୍ୱଚିତ୍ ସମ୍ଭାବନା ଅଛି । ତେବେ ଆସନ୍ତା ୬ରୁ ୭ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା...

ଅଭାବନୀୟ! ମଦ ପାଇଁ ୭ ମାସର ଶିଶୁପୁତ୍ରକୁ ବିକିବାକୁ ବାପାର ଉଦ୍ୟମ

May 12, 2026

ମୋରଡ଼ା: ମଦ ପିଇବା ପାଇଁ ନିଜ ଜନ୍ମକଲା ପୁଅକୁ ବିକ୍ରି କରିଦେବାକୁ କରୁଥିଲା ଉଦ୍ୟମ। ତାହାବି ମାତ୍ର ୩୦ ହଜାର ଟଙ୍କା ପାଇଁ। ହେଲେ ଠିକ୍ ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଏଭଳି କରିବାରୁ ଅଟକାଇଥିଲେ। ଏହି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା......

ଅଭାବନୀୟ! ମଦ ପାଇଁ ୭ ମାସର ଶିଶୁପୁତ୍ରକୁ ବିକିବାକୁ ବାପାର ଉଦ୍ୟମ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରିଲା ରଥ ନିର୍ମାଣ ସମୀକ୍ଷା ବୈଠକ, ରଥର ବିଭିନ୍ନ ଅଂଶର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ

May 12, 2026

ପୁରୀ:  ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରଥ ନିର୍ମାଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥ ମୁଖ୍ୟ ମହାରଣା, କମାର, ରୂପକାର, ଭୋଇ ସର୍ଦ୍ଦାର ଓ ଅଧିକାରୀଙ୍କ ସହିତ ରଥ ନିର୍ମାଣ ଅଗ୍ରଗତି ସମ......

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରିଲା ରଥ ନିର୍ମାଣ ସମୀକ୍ଷା ବୈଠକ, ରଥର ବିଭିନ୍ନ ଅଂଶର ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ମୁଖ୍ୟ ପ୍ରଶାସକଙ୍କ ପରାମର୍ଶ

‘ନିଟ ପେପର ଲିକ୍ ଏବଂ ପରୀକ୍ଷା ରଦ୍ଦ ଆମ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରମାନଙ୍କର ପବିତ୍ର ବିଶ୍ଵାସ ପ୍ରତି ଏକ କଠୋର ଆଘାତ’

May 12, 2026

ଭୁବନେଶ୍ଵର: ଆଜି ନିଟ୍-ୟୁଜି ପରୀକ୍ଷା ବାତିଲ୍ ହେବା ଘଟଣା ସମଗ୍ର ଦେଶର ପରୀକ୍ଷାର୍ଥୀଙ୍କୁ ମର୍ମାହତ କରିଛନ୍ତି। କାରଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ସାରିଥିଲେ ଏବଂ ଫଳାଫଳ ଅପେକ୍ଷାରେ ଥିଲେ। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଓ ଶିକ୍ଷା......

‘ନିଟ ପେପର ଲିକ୍ ଏବଂ ପରୀକ୍ଷା ରଦ୍ଦ  ଆମ ପରୀକ୍ଷା ବ୍ୟବସ୍ଥାରେ ଛାତ୍ରମାନଙ୍କର ପବିତ୍ର ବିଶ୍ଵାସ ପ୍ରତି ଏକ କଠୋର ଆଘାତ’

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍, ୫ ବର୍ଷ ଜେଲ୍‌ରେ ରହିବେ ୨ ଅଭିଯୁକ୍ତ

May 12, 2026

ବାରିପଦା ୧୨।୫: ଅଶ୍ଳୀଳ ଭିଡିଓ ଭାଇରାଲ୍ ମାମଲାରେ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ । ମୟୂରଭଞ୍ଜ ପୋକ୍ସୋ କୋର୍ଟରେ ୨ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ପରେ ତାଙ୍କ ଅଶ୍ଳୀଳ ଭିଡ......

ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍, ୫ ବର୍ଷ ଜେଲ୍‌ରେ ରହିବେ ୨ ଅଭିଯୁକ୍ତ