ରାଜ୍ୟ

ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ଘଟଣାରେ ଆକ୍ସନ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ୟୁଟ୍ୟୁବର୍ ରାହୁଲ ମହାରଣା ହତ୍ୟା ଘଟଣାରେ ଆକ୍ସନ, ତିନି ଜଣଙ୍କୁ ବାନ୍ଧିଲା ପୋଲିସ

March 01, 2026

ଭୁବନେଶ୍ୱର ୦୧।୦୩ : ରାଜଧାନୀ ଭୁବନେଶ୍ବରରେ ୟୁଟ୍ୟୁବର୍ ରାହୁଲ ମହାରଣା ଛୁରି ଭୁସି ହତ୍ୟା ମାମଲାରେ ତିନି ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନଙ୍କୁ ମଞ୍ଚେଶ୍ବର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଜବତ କରାଯାଇଛି। ସିସିଟିଭି ଆଧାରରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ...

ଏ ବର୍ଷ ଅଧିକ ଖରା, ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍‌ଓ୍ବେଭ ଆକଳନ

March 01, 2026

ଭୁବନେଶ୍ୱର ୦୧।୦୩ : ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ। ମାର୍ଚ୍ଚରୁ ମେ ମାସ ଭିତରେ ଅଧିକ ଦିନ ହିଟ୍ୱେଭ ରହିବ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ଦିନ ରହିପାରେ। ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ୧୨ରୁ ୧୫ ଦିନ ଯାଏ ଗ୍......

ଏ ବର୍ଷ ଅଧିକ ଖରା, ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍‌ଓ୍ବେଭ ଆକଳନ

୭ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେଉଥିଲା ଅସାମାଜିକ ଯୁବକ, ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

February 28, 2026

ପାରାଦୀପ: ସାତ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେଉଥିଲା ଅସାମାଜିକ ଯୁବକ। ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ । ଏଭଳି ଏକ ଅଭବାନୀୟ ଘଟଣା ଘଟିଛି ପାରାଦୀପ ଆଦର୍ଶ ଥାନା ଆଠ ନମ୍ବର ୱାର୍ଡ ଆଦିବାସୀ ସାହିରେ।......

୭ ବର୍ଷର ନାବାଳିକାକୁ ମୃଦୁ ପାନୀୟରେ ନିଶା ଦେଉଥିଲା ଅସାମାଜିକ ଯୁବକ, ଅଭିଯୁକ୍ତକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

ଛତିଶଗଡ଼ରେ ପୋଲିସ-DRG ମାଓ ଅପରେସନ, ନଗଦ ଟଙ୍କା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

February 28, 2026

ଉମରକୋଟ: ମୈନପୁର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବଳକୁ ବଡ଼ ସଫଳତା। ଜଙ୍ଗଲ ଭିତରେ ମାଓବାଦୀମାନେ ଲୁଚାଇ ରଖିଥିବା ପ୍ରାୟ ୪୬ ଲକ୍ଷରୁ ଅଧିକ ଟଙ୍କା ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ। ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପୋ......

ଛତିଶଗଡ଼ରେ ପୋଲିସ-DRG ମାଓ ଅପରେସନ, ନଗଦ ଟଙ୍କା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଓଲଟିଲା ଟାଟା ଏସିଇ ଗାଡ଼ି, ଘଟଣାସ୍ଥଳରେ ୨ ଜଣକ ମୃତ୍ୟୁ

February 28, 2026

ଚଣ୍ଡିଖୋଲ: ନଗର ସଂକୀର୍ତ୍ତନ ସାରି ଫେରୁଥିବା ସମୟରେ ଓଲଟିଲା ଟାଟା ଏସିଇ ଗାଡ଼ି। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଦୁଇ ଜଣକ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଜଣକୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସ......

ଓଲଟିଲା ଟାଟା ଏସିଇ ଗାଡ଼ି, ଘଟଣାସ୍ଥଳରେ ୨ ଜଣକ ମୃତ୍ୟୁ