ରାଜ୍ୟ

ଡେଡ୍‌ଲାଇନ୍ ସରିବାକୁ ଆଉ ଗୋଟିଏ ଦିନ, ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଡେଡ୍‌ଲାଇନ୍ ସରିବାକୁ ଆଉ ଗୋଟିଏ ଦିନ, ରାଉରକେଲା ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

March 30, 2026

ରାଉରକେଲା ୩୦।୩: ଭୁଶୁଡୁଛି ମାଓ ଗଡ । ମାଓବାଦୀଙ୍କ ପାଇଁ ଡେଡ୍ ଲାଇନ୍ ଆଉ ଗୋଟିଏ ଦିନ । ଏହି ସମୟରେ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା ମାଓବାଦୀ । ମାଓ ସଂଗଠନକୁ ବିଦାୟ ଦେଇ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ପୋଲିସର ନିକଟରେ କରିଛନ୍ତି ଆତ୍ମସମର୍ପଣ । ରାଉରକେଲା ପୋଲିସ ନିକଟରେ ୧୯...

Dillip Ray On dubey: ସାଂସଦ ଦୁବେଙ୍କ ମନ୍ତବ୍ୟକୁ ନେଇ ରାଜନୀତି ତେଜିଲା, କଣ କହିଲେ ଦିଲ୍ଲୀପ ରାୟ...

March 30, 2026

ଭୁବନେଶ୍ୱର: ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ସବୁଠି ଝଡ । ଦିଲ୍ଲୀରୁ ଓଡ଼ିଶା ତେଜିଛି ପ୍ରତିବାଦ । ଏହାରି ଭିତରେ ମୁହଁ ଖୋଲିଛନ୍ତି ନବ ନିର୍ବାଚିତ ସାଂସଦ ଦିଲ୍ଲୀପ ରାୟ । ସୋସିଆଲ ମିଡ଼ିଆ ପୋଷ୍ଟରେ ଲ......

Dillip Ray On dubey: ସାଂସଦ ଦୁବେଙ୍କ ମନ୍ତବ୍ୟକୁ ନେଇ ରାଜନୀତି ତେଜିଲା, କଣ କହିଲେ ଦିଲ୍ଲୀପ ରାୟ...

Crime in Bhubaneswar: ଷ୍ଟେସନରେ ଛାଡ଼ି ଦେବାକୁ କହିଲେ, ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କଲେ

March 30, 2026

ଭୁବନେଶ୍ବର ୩୦।୩: ଷ୍ଟେସନ ଯିବାକୁ ଅପେକ୍ଷା କରିଥିଲେ ମହିଳା । ହଠାତ୍ ଦୁଇ ଜଣ ଯୁବକ ଆସି ପଚାରିଲେ କୁଆଡ଼େ ଯିବେ ? ମହିଳା କହିଲେ ଷ୍ଟେସନ । ଯୁବକ ଦ୍ବୟ କହିଲେ ଚାଲନ୍ତୁ ଆମେ ଛାଡ଼ିଦେବୁ । ସେମାନେ ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ହୋଇଥିବାକ......

Crime in Bhubaneswar: ଷ୍ଟେସନରେ ଛାଡ଼ି ଦେବାକୁ କହିଲେ, ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କଲେ

ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ

March 30, 2026

ପୁରୀ ୩୦।୦୩ : ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ । ଖବର ଅନୁଯାୟୀ, ସୋମବାର ଦିନ......

ସମୁଦ୍ରରେ ଗାଧୋଉଥିବା ବେଳେ ଅଘଟଣ, ପାଣିରେ ବୁଡ଼ି ୨ ପର୍ଯ୍ୟଟକ ମୃତ

Shree Mandira: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଅଶୁଭ ସଙ୍କେତ ବୋଲି କହୁଛନ୍ତି ସେବାୟତ

March 30, 2026

ପୁରୀ ୩୦।୩: ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ । ସୋମବାର ସକାଳୁ ଚିଲ ବସିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ନୀଳଚକ୍ର ଉପରେ ଚିଲ ବସିବାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଲାଗ......

Shree Mandira: ଶ୍ରୀମନ୍ଦିର ନୀଳଚକ୍ର ଉପରେ ବସିଲା ଚିଲ, ଅଶୁଭ ସଙ୍କେତ ବୋଲି କହୁଛନ୍ତି ସେବାୟତ