Live Live
LIVE

ରାଜ୍ୟ

ରେଳ ଧାରଣାରେ ବୁଲୁଥିବା ବେଳେ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ

ରେଳ ଧାରଣାରେ ବୁଲୁଥିବା ବେଳେ ଧକ୍କା ଦେଲା ଟ୍ରେନ୍, ଚାଲିଗଲା ଯୁବକଙ୍କ ଜୀବନ

March 07, 2026

ଢେଙ୍କାନାଳ ୭।୩: ମୃତ୍ୟୁ ଏମିତି ବି ଆସେ । ରେଳ ଧାରଣାରେ ବୁଲୁଥିଲେ ଯୁବକ । ହଠାତ୍ ଧକ୍କା ଦେଲା ଟ୍ରେନ୍ । ଅକାରଣରେ ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ନିକଟରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡ...

ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର, ଆଶ୍ରମକୁ ଆସିବାର ଗୋଟିଏ ଦିନ ପରେ ମାରିଲେ ଚମ୍ପଟ

March 07, 2026

ବ୍ରହ୍ମପୁର ୦୭।୦୩ : ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର । ବାଳାଶ୍ରମକୁ ଆସିବାର ଗୋଟିଏ ଦିନରେ ହିଁ ୨ ଜଣ ଫେରାର ହୋଇଯାଇଛନ୍ତି । ୪ ଦିନ ପୂର୍ବେ ପିଭିଏନ ରାଓ ପେଟ୍ରୋଲ ପମ୍ପ ଛକରେ ଭିକ୍ଷାବୃତ୍ତି କରୁଥିବା ବେଳେ ଟାଉନ ଥାନା......

ଉତ୍କଳ ବାଳାଶ୍ରମରୁ ୨ ନାବାଳିକା ଫେରାର, ଆଶ୍ରମକୁ ଆସିବାର ଗୋଟିଏ ଦିନ ପରେ ମାରିଲେ ଚମ୍ପଟ

ଛାତ୍ରୀଙ୍କୁ ଅସଦାଚରଣ ସହ ଦେଉଥିଲେ ହତ୍ୟା ଧମକ ! ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ

March 07, 2026

ବାସୁଦେବପୁର ୭।୩: ରସିକିଆ ହିନ୍ଦୀ ଶିକ୍ଷକଙ୍କ ନାଁରେ ଅସଦାଚରଣ ଅଭିଯୋଗ । ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଛି । ଘଟଣା ପ୍ରଘଟ କଲେ ଜୀବନରୁ ମାରିଦେବାକୁ ଦେଇଥିଲେ ଧମକ । ଏଭଳି ସାଙ୍ଘାତିକ ଅଭିଯୋଗ ପରେ ହିନ୍ଦୀ ଶିକ୍ଷକ......

ଛାତ୍ରୀଙ୍କୁ ଅସଦାଚରଣ ସହ ଦେଉଥିଲେ ହତ୍ୟା ଧମକ ! ହିନ୍ଦୀ ଶିକ୍ଷକଙ୍କୁ ଉଠାଇନେଲା ପୋଲିସ

ଗଞ୍ଜେଇ ଚୋରା ଚାଲାଣରେ ମହିଳା, ପୁଳା ପୁଳା ଗଞ୍ଜେଇ ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ

March 07, 2026

ଭଦ୍ରକ ୦୭।୦୩ : ଗଞ୍ଜେଇ ଚୋରା ଚାଲାଣରେ ମହିଳା। ୩ ମହିଳା ସମେତ ୪ ଜଣଙ୍କ ଅଟକ ରଖିଛି ପୋଲିସ। ସେମାନଙ୍କ ନିକଟରୁ ୨୪ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ରେଳ ଷ୍ଟେସନ ନିକଟସ୍ଥ ମାଲଗୋଦାମ ଅଞ୍ଚଳରୁ ଜବତ ହ......

ଗଞ୍ଜେଇ ଚୋରା ଚାଲାଣରେ ମହିଳା, ପୁଳା ପୁଳା ଗଞ୍ଜେଇ ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !

March 07, 2026

ମାଲକାନଗିରି ୦୭।୦୩ : ଇସ୍ରାଏଲ-ଇରାନ-ଆମେରିକା ଲଢେଇ । ଯୁଦ୍ଧର ପ୍ରଭାବ ଆମ ଦେଶରେ ବି ପଢିଲାନି । ଏହିକ୍ରମରେ ମାଲକାନଗିରି ଜିଲ୍ଲାରେ ଅନେକ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ପାଇଁ ଲମ୍ବା ଲାଇନ ଲଗାଇଥିବାର ଦେଖିବାକୁ ମିଳିଛି । ଏ ଖବର ବି ପ......

ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !