Rath Yatra Rath Yatra

ଦେଶ

କୋରିଆକୁ ଆମେରିକୀୟ ସୈନ୍ୟ ପଠାଇଲେ ଟ୍ରମ୍ପ, କିମ୍ କହିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

କୋରିଆକୁ ଆମେରିକୀୟ ସୈନ୍ୟ ପଠାଇଲେ ଟ୍ରମ୍ପ, କିମ୍ କହିଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

March 11, 2026

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ। ଯୁଦ୍ଧ ନୁହେଁ ତ ମହାଯୁଦ୍ଧର ସଙ୍କେତ। ଇରାନ୍ ଉପରେ ଏକକାଳୀନ ଆଟାକ୍ କରୁଛି ଇସ୍ରାଏଲ ଓ ଆମେରିକା। ପାଲଟା ଜବାବ ଦେଉଛି ତେହରାନ। କୁହାଯାଉଛି ଯେ ମଧ୍ୟପ୍ରାଚ୍ୟର ଯୁଦ୍ଧରେ ଗୋଟେ ପରେ ଆଉ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି। ଏବେ କୋରିଆ ଉପଦ୍ୱୀପରେ ବଢ଼ୁଛି ଟେନସନ। ଆମ...

ଟି-୨୦ ବିଶ୍ୱକପ୍ ଟ୍ରଫିକୁ ନେଇ ବିବାଦ: କୀର୍ତ୍ତି ଆଜାଦଙ୍କୁ ହରଭଜନ ସିଂଙ୍କ କଡ଼ା ଜବାବ

March 11, 2026

ମୁମ୍ବାଇ,୧୧/୦୯: ଟି-୨୦ ବିଶ୍ୱକପ୍ ବିଜୟ ପରେ ଭାରତୀୟ ଦଳର ସେଲିବ୍ରେସନକୁ ନେଇ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଟ୍ରଫି ନେଇ କେବଳ ମନ୍ଦିର ଯିବା ପ୍ରସଙ୍ଗରେ ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (B......

ଟି-୨୦ ବିଶ୍ୱକପ୍ ଟ୍ରଫିକୁ ନେଇ ବିବାଦ: କୀର୍ତ୍ତି ଆଜାଦଙ୍କୁ ହରଭଜନ ସିଂଙ୍କ କଡ଼ା ଜବାବ

Flight ticket price hike: ଯୁଦ୍ଧର ପ୍ରଭାବ, ବହୁତ ବଢ଼ିଲା ବିମାନ ଭଡ଼ା

March 10, 2026

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଏବେ ସବୁଠି ଚିନ୍ତା। ଯୁଦ୍ଧ ଯଥାଶୀଘ୍ର ବନ୍ଦ ନହେଲେ ଆଗକୁ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ, ପେଟ୍ରୋଲ ଡିଜେଲ ଆଦିର ମୂଲ୍ୟ ବୃଦ୍ଧି ଆଶଙ୍କା ବଢ଼ିଛି। ଏହାରି ମଧ୍ୟରେ ବ୍......

Flight ticket price hike: ଯୁଦ୍ଧର ପ୍ରଭାବ, ବହୁତ ବଢ଼ିଲା ବିମାନ ଭଡ଼ା

ଚୀନ୍, ଜାପାନ, ଆମେରିକା ଭଳି ଦେଶ କେତେ ତୈଳ ରଖିଛନ୍ତି ଗଛିତ, ଭାରତରେ ଆଉ କେତେ ଦିନ ଚାଲିବ?

March 10, 2026

ନୂଆଦିଲ୍ଲୀ ୧୦।୩: ଆମଦାନୀ ତୈଳ ଉପରେ ଅତ୍ୟଧିକ ନିର୍ଭରଶୀଳ ଦେଶ ଯୋଗାଣ ବ୍ୟବଧାନ କାଳରେ ନିଜକୁ ସୁରକ୍ଷିତ ରଖିବା ଲାଗି ପ୍ରାୟତଃ ବଡ଼ ଜରୁରିକାଳୀନ ଭଣ୍ଡାର ରଖିଥାନ୍ତି। ଏପରି ଭଣ୍ଡାର ସୁରକ୍ଷା କବଚ ଭଳି କାମ କରିଥାନ୍ତି। ଏହା ଦ୍ୱାରା ସରକାର......

ଚୀନ୍, ଜାପାନ, ଆମେରିକା ଭଳି ଦେଶ କେତେ ତୈଳ ରଖିଛନ୍ତି ଗଛିତ, ଭାରତରେ ଆଉ କେତେ ଦିନ ଚାଲିବ?

Small currency from ATM: ଆଉ ଭଙ୍ଗେଇବାକୁ ପଡ଼ିବନି ୫୦୦ ଟଙ୍କିଆ ନୋଟ୍, ବଡ଼ ଘୋଷଣା କଲେ ସରକାର

March 10, 2026

ନୂଆଦିଲ୍ଲୀ: ସାଧାରଣତଃ ଏଟିଏମରୁ ଛୋଟ ନୋଟ୍ ବାହାରେ ନାହିଁ । ଅର୍ଥାତ ଏଟିଏମରୁ ୧୦, ୨୦ କିମ୍ବା ୫୦ ଟଙ୍କିଆ ନୋଟ୍ ମିଳିପାରେ ନାହିଁ । ଏଥିରୁ ୧୦୦, ୨୦୦, ୫୦୦ ଟଙ୍କିଆ ନୋଟ୍ ମିଳିପାରେ । ଯଦି ଛୋଟ ନୋଟ୍ ଏଟିଏମରୁ ମିଳିପାରନ୍ତା, ତେବେ......

Small currency from ATM: ଆଉ ଭଙ୍ଗେଇବାକୁ ପଡ଼ିବନି ୫୦୦ ଟଙ୍କିଆ ନୋଟ୍, ବଡ଼ ଘୋଷଣା କଲେ ସରକାର