Live Live
Rath Yatra Rath Yatra
ରଥ ଯାତ୍ରା

ବିଦେଶ

ଭାରତର ୩ ପଡୋଶୀ ଦେଶ ସହ ସଂପର୍କ ତୁଟାଇବ ଫିନଲ୍ୟାଣ୍ଡ, ୨୦୨୬ରୁ ବନ୍ଦ ହୋଇଯିବ ଦୂତାବାସ

ଭାରତର ୩ ପଡୋଶୀ ଦେଶ ସହ ସଂପର୍କ ତୁଟାଇବ ଫିନଲ୍ୟାଣ୍ଡ, ୨୦୨୬ରୁ ବନ୍ଦ ହୋଇଯିବ ଦୂତାବାସ

November 30, 2025

ନୂଆଦିଲ୍ଲୀ ୩୦/୧୧:  ଖୁବ ଶୀଘ୍ର ପାକିସ୍ତାନରେ ଦୂତାବାସ ବନ୍ଦ କରିବ ଫିନଲ୍ୟାଣ୍ଡ।  ଆଫଗାନିସ୍ତାନ ଓ ମିଆଁମାରରେ ବି ତାଲା ପଡିବ। ଏନେଇ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ୨୦୨୬ ସୁଦ୍ଧା ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଫିନଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ଏଲିନା ଭାଲଟୋନେନ୍ ।  । ତେବେ  ଦୁନିଆର ସବୁଠାରୁ ସୁଖୀ...

ଏହି ଦେଶରେ ଦାରିଦ୍ର୍ୟ ପ୍ରାୟ ନିଷିଦ୍ଧ, ଇଣ୍ଟରନେଟରେ ହଇଚଇ ସୃଷ୍ଟି କଲା ମଡେଲ୍

November 30, 2025

ନୂଆଦିଲ୍ଲୀ ୩୦/୧୧: ବିଶ୍ୱର ଅଧିକାଂଶ ଦେଶରେ ଦାରିଦ୍ର୍ୟ ସାଧାରଣ କଥା । କିନ୍ତୁ ସ୍ୱିଜରଲ୍ୟାଣ୍ଡର କାହାଣୀ ଭିନ୍ନ । ସରକାର ଏକ ବ୍ୟବସ୍ଥା ସ୍ଥାପନ କରିଛନ୍ତି ଯାହା ଦ୍ୱାରା କେହି ବାସସ୍ଥାନ, ଚିକିତ୍ସା ସେବା କିମ୍ବା ଅତ୍ୟାବଶ୍ୟକୀୟ ସହାୟତାର......

ଏହି ଦେଶରେ ଦାରିଦ୍ର୍ୟ ପ୍ରାୟ ନିଷିଦ୍ଧ, ଇଣ୍ଟରନେଟରେ ହଇଚଇ ସୃଷ୍ଟି କଲା ମଡେଲ୍

ଜନ୍ମଦିନ ଉତ୍ସବରେ ଗୁଳିକାଣ୍ଡ : ୪ ମୃତ, ୧୦ ଗୁରୁତର

November 30, 2025

ନ୍ୟୁୟର୍କ, ୩୦/୧୧: ଗୁଳିକାଣ୍ଡରେ ଥରିଲା ଆମେରିକା । ଶନିବାର ରାତିରେ ଆମେରିକାର କାଲିଫର୍ଣ୍ଣିଆରେ ଗୁଳିକାଣ୍ଡ ଘଟିଛି । ଏଥିରେ ଚାରି ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୦ ଜଣ ଗୁରୁତର ହୋଇଛନ୍ତି । ପାରିବାରିକ କାର୍ଯ୍ୟକ୍......

ଜନ୍ମଦିନ ଉତ୍ସବରେ ଗୁଳିକାଣ୍ଡ : ୪ ମୃତ, ୧୦ ଗୁରୁତର

ଗାଜାରେ ସେନା ମୁତୟନ କରିବ ପାକିସ୍ତାନ, କିନ୍ତୁ ହମାସକୁ ମାନୁନି ଶତ୍ରୁ

November 30, 2025

ନୂଆଦିଲ୍ଲୀ ୩୦/୧୧: ପାକିସ୍ତାନ ଗାଜାକୁ ସେନା ପଠାଇବାକୁ ରାଜି ହୋଇଛି । ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ଏହାକୁ ନିଶ୍ଚିତ କରିଛନ୍ତି। ସେ ଶନିବାର କହିଛନ୍ତି ଯେ ତାଙ୍କ ଦେଶ ଏକ ଅନ୍ତର୍ଜାତୀୟ ଶାନ୍ତି ମିଶନ......

ଗାଜାରେ ସେନା ମୁତୟନ କରିବ ପାକିସ୍ତାନ, କିନ୍ତୁ ହମାସକୁ ମାନୁନି ଶତ୍ରୁ

ବିକ୍ରି ହୋଇଯିବ ଟ୍ରମ୍ପଙ୍କ ପିଲାଦିନର ଘର, ୧୯୪୦ରେ ତିଆରି କରିଥିଲେ ୟୁଏସ ପ୍ରେସିଡେଣ୍ଟଙ୍କ ବାପା

November 30, 2025

ନ୍ୟୁୟର୍କ, ୩୦/୧୧:ବିକ୍ରି ହେବ ଟ୍ରମ୍ପଙ୍କ ଘର । ନ୍ୟୁୟର୍କର କୁଇନ୍ସରେ ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନ କଟିଥିବା ଘର ଏବେ ବିକ୍ରି ହେବାକୁ ଯାଉଛି । ଯାହାର ବିକ୍ରି ମୂଲ୍ୟ ରହିଛି ୩.୩ ମିଲିୟନ ଆମେରିକୀୟ ଡଲାର । ନ୍ୟୁୟର୍କ ଟାଇମ୍ସର ରିପୋର......

ବିକ୍ରି ହୋଇଯିବ ଟ୍ରମ୍ପଙ୍କ ପିଲାଦିନର ଘର, ୧୯୪୦ରେ ତିଆରି କରିଥିଲେ ୟୁଏସ ପ୍ରେସିଡେଣ୍ଟଙ୍କ ବାପା