ମନୋରଞ୍ଜନ

ଫାୟାରିଂ ମାମଲାରେ କମଲ ରସିଦ ଖାନଙ୍କୁ ଆଶ୍ଵସ୍ତି, ୨୫ ହଜାର ଟଙ୍କାର ଜରିମାନା ସହ ମିଳିଲା ଜାମିନ

ଫାୟାରିଂ ମାମଲାରେ କମଲ ରସିଦ ଖାନଙ୍କୁ ଆଶ୍ଵସ୍ତି, ୨୫ ହଜାର ଟଙ୍କାର ଜରିମାନା ସହ ମିଳିଲା ଜାମିନ

January 31, 2026

ମୁମ୍ଵାଇ ୩୧।୦୧; ଚଳଚ୍ଚିତ୍ର ଅଭିନେତା ତଥା ସମାଲୋଚକ କମଲ ରସିଦ ଖାନ। ଏକ ଗୁଳିକାଣ୍ଡ ଘଟଣାରେ ପୋଲିସ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ଅନ୍ଧେରୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ଏବେ ଏହି ମାମଲାରେ ଅଭିନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୨୫ ହଜାର ଜରିମାନା ଦେବାକୁ ପଡିବ। KRK ଜାନୁଆରୀ ୩୦ ତ...

ଏଡସ୍ ରୋଗୀର ଅଭିନୟ ପାଇଁ ମନା କରିଦେଲେ ୩୦ ଜଣ ଆକ୍ଟର, ହେଲେ ୧ ଟଙ୍କାରେ ରାଜି ହୋଇଗଲେ ସଲମାନ୍ ଖାନ

January 30, 2026

ମୁମ୍ବାଇ: ୨୦୦୪ ମସିହାରେ ରିଲିଜ୍ ହୋଇଥିଲା ଫିଲ୍ମ ‘ଫିର୍ ମିଲେଙ୍ଗେ’। ଏଥିରେ ସଲମାନ ଖାନ ଜଣେ ଏଡସ୍ ରୋଗୀ ଭୂମିକାରେ ଅଭିନୟ କରିଥିଲେ। ସେତେବେଳେ ୩୦ ଜଣ ଅଭିନେତା ଏହି ଭୂମିକାକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଫିଲ୍ମଟି ବନ୍ଦ ହେବାକୁ ବସିଥି......

ଏଡସ୍ ରୋଗୀର ଅଭିନୟ ପାଇଁ ମନା କରିଦେଲେ ୩୦ ଜଣ ଆକ୍ଟର, ହେଲେ ୧ ଟଙ୍କାରେ ରାଜି ହୋଇଗଲେ ସଲମାନ୍ ଖାନ

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର "ପରୀ", ୨୦ଟି ପ୍ରେକ୍ଷାଳୟରେ ଭରପୁର ଦର୍ଶକ

January 30, 2026

ଭୁବନେଶ୍ୱର: "ପରୀ" ଏକ ନିରୀହ, କୋମଳ ଫୁଲ କଢ଼ି l ତାକୁ ନେଇ ଅନେକ ସ୍ୱପ୍ନ ଥାଏ ବାପା ମାଆଙ୍କରl ମାତ୍ର ଅକାଳରେ ସେ ଝରି ପଡେ କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ l ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଏ ବିଚରା ବାପାମାଆଙ୍କର ଭଲ......

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର "ପରୀ", ୨୦ଟି ପ୍ରେକ୍ଷାଳୟରେ ଭରପୁର ଦର୍ଶକ

ଚିନ୍ତାରେ ପାକିସ୍ତାନ ଇଣ୍ଡଷ୍ଟ୍ରୀର ସିଙ୍ଗର ; କହିଲେ ଅରିଜିତଙ୍କ ନିଷ୍ପତ୍ତି ଦେଇଛି ସାହସ, ଖୁବ୍‌ ଶୀଘ୍ର ନେବି ନିଷ୍ପତ୍ତି

January 30, 2026

ମୁମ୍ୱାଇ ୩୦।୦୧; ବଲିଉଡ୍ ସିଙ୍ଗର ଅରିଜିତ ସିଂହଙ୍କ ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍ ଠାରୁ ଦୂରେଇ ଯିବାର ନିଷ୍ପତ୍ତି ଭାରତ ସହ ପାକିସ୍ତାନ ଯାଏ ପ୍ରଶଂସକଙ୍କୁ ଦୋହଲାଇ ଦେଇଛି। ନିଜର ସୁମଧୁର ସ୍ୱର ଓ ସୁନ୍ଦର ମ୍ୟୁଜିକ୍ରେ ଅରିଜିତ ଦେଶ ଓ ଦୁନିଆର ଲୋ......

ଚିନ୍ତାରେ ପାକିସ୍ତାନ ଇଣ୍ଡଷ୍ଟ୍ରୀର ସିଙ୍ଗର ; କହିଲେ ଅରିଜିତଙ୍କ ନିଷ୍ପତ୍ତି ଦେଇଛି ସାହସ, ଖୁବ୍‌ ଶୀଘ୍ର ନେବି ନିଷ୍ପତ୍ତି

ଅନୁଭବ VS ବର୍ଷା ବିବାଦ: ବିଚ୍ଛେଦ ପରେ ବି ପୁଣି କୋର୍ଟକୁ ଦୌଡିବେ ଅଭିନେତା

January 30, 2026

କଟକ ୩୦/୦୧: ଅଭିନେତା ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଅନୁଭବଙ୍କ ବିରୋଧରେ ଚାଲିବ ମାମଲା । ଅନୁଭବ ଓ ତାଙ୍କ କର୍ମଚାରୀଙ୍କ ବିରୋଧରେ ପୂର୍ବତନ ପତ୍ନୀ ବର୍ଷା ଦେଇଥିଲେ ଏତଲା । ଅନୁଭବଙ୍କ ଘରେ ଥ......

ଅନୁଭବ VS ବର୍ଷା ବିବାଦ: ବିଚ୍ଛେଦ ପରେ ବି ପୁଣି କୋର୍ଟକୁ ଦୌଡିବେ ଅଭିନେତା