ଅପରାଧ

ଗୋ ମାଫିଆ ଘରେ ରେଡ୍, ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ଗୋ ମାଫିଆ ଘରେ ରେଡ୍, ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

July 08, 2026

ନବରଙ୍ଗପୁର: ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଗୋ ମାଫିଆ ଘରେ ରେଡ୍। ନବରଙ୍ଗପୁର ସହରର ଗାଦବାଗୁଡ଼ାର ମହମ୍ମଦ ଆଜିଜଙ୍କ ଘରେ ସେମଳିଗୁଡ଼ା ଓ ନବରଙ୍ଗପୁର ପୋଲିସ ମିଳିତ ଭାବରେ ଚଢ଼ାଉ କରିଛନ୍ତି। ଚଢ଼ାଉରେ ସୁନାବେଡ଼ା ଏସଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ବରେ ୩ ଜଣ ଇନ୍ସପେକ୍ଟର,୨ ଜଣ ସବ୍-ଇନ୍ସପେକ...

ଲୋମଟାଙ୍କୁରା ହତ୍ୟାକାଣ୍ଡ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଲା ପୁଅ, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

July 08, 2026

ରାଜକୋଟ: ଗୁଜରାଟର ରାଜକୋଟ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥା ହୃଦୟବିଦାରକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ସର୍ବସାଧାରଣ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଜଣେ ଯୁବକ ତାଙ୍କ ମା’ଙ୍କ ସହ ଲିଭ୍-ଇନ୍ରେ ରହୁଥିବା ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍......

ଲୋମଟାଙ୍କୁରା ହତ୍ୟାକାଣ୍ଡ: ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମାଆର ଲିଭ୍-ଇନ୍ ପାର୍ଟନରଙ୍କୁ ଛୁରୀ ଭୁସି ମାରିଲା ପୁଅ, ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ

ଟ୍ରେନ୍ରୁ ନେଇଯାଇଥିଲେ ଭ୍ୟାନିଟି ବ୍ୟାଗ୍, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ସହ ୨ ଗିରଫ

July 08, 2026

ବ୍ରହ୍ମପୁର ୮।୭: ଚୋରି ହୋଇଥିଲା ସୁନା ଅଳଙ୍କାର । ଉଦ୍ଧାର କଲା ବ୍ରହ୍ମପୁର ଜିଆରପି । ଚୋରି ମାମଲାର ପର୍ଦ୍ଦାଫାଶ କରି ଦୁଇ ଚୋରଙ୍କୁ ଗିରଫ କରିବା ସହ ୬୩.୬୨ ଗ୍ରାମ୍ର ସୁନା ଗହଣା ଉଦ୍ଧାର କରିଛି । ଚୋରି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି......

ଟ୍ରେନ୍ରୁ ନେଇଯାଇଥିଲେ ଭ୍ୟାନିଟି ବ୍ୟାଗ୍, ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର ସହ ୨ ଗିରଫ

ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୭ ମାସ ପରେ ୟୁପିରୁ ଆଉ ଜଣକୁ ଗିରଫ କଲା NIA

July 08, 2026

ଭୁବନେଶ୍ବର ୮।୭: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଆଜାଦ ନଗର ବୋମା ବିସ୍ଫୋରଣ ମାମଲାରେ ଆଉ ଜଣେ ଗିରଫ । ରୋହନ ରଞ୍ଜନ ରାଉତରାୟକୁ ଗିରଫ କଲା NIA । ରୋହନକୁ ୟୁପିରୁ ଗିରଫ କରାଯାଇଛି । ରୋହନର ଘର ପଟିଆରେ । ପୂର୍ବରୁ ଆଜାଦ ନଗରରେ ପହଞ୍ଚି ସରଜମି......

ଭୁବନେଶ୍ବର ଆଜାଦ ନଗର ବିସ୍ଫୋରଣ ମାମଲା : ୭ ମାସ ପରେ ୟୁପିରୁ ଆଉ ଜଣକୁ ଗିରଫ କଲା NIA

Vigilance Raid: ଫରେଷ୍ଟ ରେଞ୍ଜର ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି, ୪ ଠିକଣାରେ ଚାଲିଛି ରେଡ୍

July 08, 2026

କେନ୍ଦ୍ରାପଡ଼ା ୮।୭: ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ । ରେଞ୍ଜରଙ୍କ ୪ଟି ଠିକଣାରେ ଚାଲିଛି ରେଡ୍ । କଟକ ଏବଂ......

Vigilance Raid: ଫରେଷ୍ଟ ରେଞ୍ଜର ଠୁଳ କରିଛନ୍ତି ଆୟ ବହିର୍ଭୂତ ସମ୍ପତ୍ତି, ୪ ଠିକଣାରେ ଚାଲିଛି ରେଡ୍