ଭୁବନେଶ୍ୱର ୦୬/୦୩: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ ବୟାନ । ରାଜ୍ୟସଭା ନିର୍ବାଚନକୁ ନେଇ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ବଡ଼ ବୟାନ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ସହ ସାମୟିକ ଡିଲ୍ ହୋଇଛି କହିଲେ । କଂଗ୍ରେସ ଏକାକୀ ପ୍ରାର୍ଥୀ ଦେଇ ରାଜ୍ୟସଭା ପଠାଇ ପାରିବନି । ତେଣୁ ସେମାନେ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀକୁ ସମର୍ଥନ କଲେ' ।

​​​​​​​​​​​​​​

କେବଳ ରାଜ୍ୟସଭା ନିର୍ବାଚନ ପାଇଁ ଲିମିଟେଡ ସମୟ ପାଇଁ କଂଗ୍ରେସ ସହ ଆମର ବୁଝାବଣା ହୋଇଛି । ଉଭୟ ଦଳ ବିଚାର କଲା କି ଆମର ଭୋଟ ବଞ୍ଚୁ ଥିବାରୁ ଆମେ ପ୍ରାଥୀ ଦେବା । ତେଣୁ ନବୀନ ପଟ୍ଟନାୟକ ପ୍ରାଥୀକୁ ଚୟନ କଲେ କଂଗ୍ରେସ ସମର୍ଥନ ଦେଲା । କାହିଁକି ନା ସେମାନେ ଏକାକି ପ୍ରାଥୀ ଦେଇ ରାଜ୍ୟସଭା ପଠାଇ ପରି ନଥାନ୍ତେ ତେଣୁ ଆମର ବଳକା ଭୋଟ ମଧ୍ୟ ଦେଇ ଜଣେ ଯୋଗ୍ୟ ବ୍ୟକ୍ତିକୁ ରାଜ୍ୟସଭା ପଠାଇବୁ। ବିଜୁ କାଡ଼ ଖେଳିବା କଣ ଆମ ଦଳ ବିଜୁ ଜନତା ଦଳ। କାଡ ଖେଳିବା ଆବଶ୍ୟକ ନାହିଁ।

also read...

​​​​​​​ସିଆଇଏସ୍‌ଏଫ୍‌ କାର୍ଯ୍ୟକ୍ରମରେ ସାମିଲ ହେଲେ ଅମିତ ଶାହ, ରାଜଗୁରୁ, ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କୁ ସ୍ମରଣ କଲେ