ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ। କନଫର୍ମ ଟିକେଟ୍ ବାହାନାରେ ଯୁବତୀଙ୍କୁ ଡାକି ନେଇ ଦୁଷ୍କର୍ମ କଲେ ରେଳ କର୍ମଚାରୀ। ରାଉରକେଲା ରେଳ ଷ୍ଟେସନ ପରିସରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ।

ଯୁବତୀଙ୍କ ଅଭିଯୋଗ ଅନୁସାରେ, ଷ୍ଟେସନରେ ଥିବା ଏକ ରୁମ୍କୁ ନେଇଯାଇ ସେଠାରେ ଦୁଷ୍କର୍ମ କରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ଜିଆରପି (GRP) ପୋଲିସ ଅଭିଯୁକ୍ତ ରେଳ କର୍ମଚାରୀ କପିଳେଶ୍ବର ସିଂହଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି।

You Can Also Read: ମଦ୍ୟପାନ କରି ସ୍କୁଲ ଆସିବା ମହଙ୍ଗା ପଡ଼ିଲା : ପ୍ରଧାନ ଶିକ୍ଷକ ସସ୍ପେଣ୍ଡ, ୨ ଶିକ୍ଷକଙ୍କ ଦରମା ବନ୍ଦ

Updating...