ପୁରୀ ୨୬।୯: ପୁରୀ ବଡ଼ଦାଣ୍ଡରେ ଖଜା ଦୋକାନୀ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁହାଁମୁହିଁ। ଉଠା ଦୋକାନୀଙ୍କ ଖଜା ଟେକି ନେଇଗଲା ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଘଟିଛି ଏଭଳି ଅଘଟଣ । ବଡ଼ଦାଣ୍ଡରେ ଖଜା ବିକ୍ରି କରୁଥିଲେ ଉଠା ଦୋକାନୀ । ମହାନଗର ନିଗମ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ବାରଣ କରିବାରୁ ସୃଷ୍ଟି ହେଲା ମୁହାଁମୁହିଁ ସ୍ଥିତି । ଗତ କିଛି ଦିନ ପୂର୍ବେ ବିଭିନ୍ନ ଖଜା ଭାଟି ଓ ଦୋକାନ ଉପରେ ଚଢ଼ାଉ କରିଥିଲା ପୋଲିସ ।

​​​​​​​