ମେଷ - ଆଜି କାର୍ଯ୍ୟରେ ଗତି ବଢିବାର ସମ୍ଭାବନା ଅଛି। ନୂତନ ଯୋଜନା ଆରମ୍ଭ କରିପାରିବେ। ପରିବାରରେ ମଧ୍ୟମ ଶାନ୍ତି ରହିବ। ଆର୍ଥିକ ଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଅଚାନକ ଶୁଭ ସମ୍ବାଦ ମିଳିପାରେ। ଆତ୍ମବିଶ୍ୱାସ ବଢିବ।

ବୃଷ - ଆଜି ଘାତ ଚନ୍ଦ୍ର ଥିବାରୁ ମନ ଅସ୍ଥିର ରହିପାରେ। କାମରେ ବାଧା ଆସିପାରେ। ଅପରିଚିତ ବ୍ୟକ୍ତିଙ୍କୁ ଭରସା କରିବେନି। ଆର୍ଥିକ କ୍ଷତିର ସମ୍ଭାବନା ଅଛି। ପରିବାର ସହ ମତଭେଦ ହେବା ସମ୍ଭାବନା। ଯାତ୍ରାରେ ସାବଧାନ ରହନ୍ତୁ। ମନସିକ ଚାପ ବଢିପାରେ।

ମିଥୁନ - ଆଜି ଆପଣଙ୍କ ପାଇଁ ସୁଯୋଗମୟ ଦିନ। ଶିକ୍ଷା ଓ କାର୍ଯ୍ୟରେ ଉନ୍ନତି ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ନୂତନ କାମରେ ସଫଳତା ପାଇବେ। ମନୋବଳ ଦୃଢ଼ ରହିବ। ପରିବାରରେ ଖୁସି ବଢିବ। ଆର୍ଥିକ ଅବସ୍ଥା ସୁଧାରିବ।

କର୍କଟ - କାମରେ ଅଲସତା ଦେଖାଯାଇପାରେ। ଅନାବଶ୍ୟକ ଚିନ୍ତା ବଢିପାରେ। ପରିବାରରେ ସମସ୍ୟା ଆସିପାରେ। ଧୈର୍ଯ୍ୟ ଧରିବା ଆବଶ୍ୟକ। ଆର୍ଥିକ ଖର୍ଚ୍ଚ ବଢିବ। ସ୍ୱାସ୍ଥ୍ୟ ଦୁର୍ବଳ ହେବାର ସମ୍ଭାବନା। ଶାନ୍ତ ମନେ ନିଷ୍ପତ୍ତି ନିଅନ୍ତୁ।

ସିଂହ - ଆଜି ଆପଣଙ୍କ ପାଇଁ ଭଲ ଦିନ। କାର୍ଯ୍ୟରେ ପ୍ରଶଂସା ମିଳିବ। ଆର୍ଥିକ ଲାଭ ହେବ। ନୂତନ ସମ୍ପର୍କ ଗଢ଼ିଉଠିବ। ଆତ୍ମବିଶ୍ୱାସ ବଢିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ପ୍ରତିଷ୍ଠା ବଢିବ।

କନ୍ୟା - ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନ ଖୁସି ରହିବ। କାମରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ଅବସ୍ଥା ସୁଧାରିବ। ନୂତନ ଯୋଜନା ସଫଳ ହେବ। ପରିବାରରେ ସମ୍ମାନ ବଢିବ। ଆପଣଙ୍କ କଥାର ମୂଲ୍ୟ ବଢିବ।

ତୁଳା - ଆଜି ଅପେକ୍ଷିତ ଫଳ ମିଳିବା କଷ୍ଟକର। କାମରେ ବାଧା ଆସିପାରେ। ବିବାଦ ଠାରୁ ଦୂରେ ରହନ୍ତୁ। ଧନ ହାନିର ସମ୍ଭାବନା ଅଛି। ଧୈର୍ଯ୍ୟ ରଖନ୍ତୁ। ମନୋବଳ କମିପାରେ। ଅପେକ୍ଷା କଲେ ଭଲ ଫଳ ମିଳିବ।

ବିଛା - ଆଜି ଭାଗ୍ୟ ସହଯୋଗ କରିବ। କାର୍ଯ୍ୟରେ ଉନ୍ନତି ହେବ। ବନ୍ଧୁମାନଙ୍କ ସହ ସମୟ କଟିବ। ଧନଲାଭ ହେବ। ମନ ପ୍ରସନ୍ନ ରହିବ। ନୂତନ ଅବସର ମିଳିପାରେ। ପରିବାରରେ ଶୁଭ କାର୍ଯ୍ୟ ହେବ।

ଧନୁ - ଆଜି କାମରେ ଚାପ ବଢିପାରେ। ଅଧିକ ପରିଶ୍ରମ କରିବାକୁ ପଡିବ। ପରିବାରର ସହଯୋଗ ମିଳିବ। ଧୈର୍ଯ୍ୟ ଧରନ୍ତୁ। ଆଗାମୀ ଦିନରେ ଲାଭ ମିଳିବ। ଯାତ୍ରାର ଯୋଗ ରହିଛି। ନୂତନ ପରିଚୟ ଲାଭକାରୀ ହେବ।

ମକର - ଘାତ ବାର ଥିବାରୁ ସାବଧାନ ରହନ୍ତୁ। କାମରେ ବିଘ୍ନ ଆସିପାରେ। ଧନ ଖର୍ଚ୍ଚ ବଢିପାରେ। ଯାତ୍ରା ଏଡ଼ାଇବା ଭଲ। ପରିବାରରେ ମତଭେଦ ହେବା ସମ୍ଭାବନା। ସ୍ୱାସ୍ଥ୍ୟ ନେଇ ସଚେତନ ରହନ୍ତୁ। ଶତ୍ରୁ ସକ୍ରିୟ ହୋଇପାରନ୍ତି।

କୁମ୍ଭ - ଆଜି ମିଶ୍ର ଫଳ ମିଳିବ। କାମରେ ଅଳ୍ପ ବାଧା ଆସିପାରେ। ନୂତନ ଅବସର ମିଳିପାରେ। ବନ୍ଧୁମାନଙ୍କ ସହଯୋଗ ରହିବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ନୂତନ ଯୋଜନା ଆରମ୍ଭ ହେବ। ମନୋବଳ ସ୍ଥିର ରହିବ।

ମୀନ - ଆଜି ଭଲ ଫଳ ମିଳିବ। କାର୍ଯ୍ୟରେ ସଫଳତା ଆସିବ। ପରିବାରରେ ଖୁସି ରହିବ। ଧନଲାଭ ହେବ। ମନ ଶାନ୍ତ ରହିବ। ଆଧ୍ୟାତ୍ମିକ ଚିନ୍ତା ବଢିବ। ନୂତନ ସୁଯୋଗ ଆସିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ - 8249826682