ଶରଧାବାଲିରେ ପ୍ରବଳ ବର୍ଷା, ଆସନ୍ତାକାଲି ତାଳଧ୍ଵଜ ଓ ନନ୍ଦିଘୋଷର ହେବ ଦକ୍ଷିଣମୋଡ଼

ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣମୋଡ କରାଯାଏ। ଦର୍ପଦଦଳନ ରଥର ଦକ୍ଷିଣ ମୋଡ଼ ସରିଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ତାଳଧ୍ଵଜ ରଥର ଦକ୍ଷିଣମୋଡ଼ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ତାଳଧ୍ଵଜ ଏବଂ ନନ୍ଦିଘୋଷ ରଥର ଦକ୍ଷିଣମୋଡ଼ କରାଯିବ।
NEWS7
Heavy Rain Interrupts Dakshin Mod