ନୂଆଦିଲ୍ଲୀ-;ସିଜେପିକୁ ପାଣ୍ଠି ଯୋଗାଉଛନ୍ତି ଆମେରିକୀୟ ଦାତା I ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହି ପାରୁନାହାନ୍ତି କିଛି ଆମେରିକୀୟ I କକ୍ରୋଚ ଜନତା ପାର୍ଟିକୁ ଆସୁଛି ବିଦେଶୀ ପାଣ୍ଠୀ Iଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଆମେରିକୀୟ ପ୍ରତିଷ୍ଠିତ ଗାୟିକା ମେରୀ ମୀଲବେନ I ମେରୀ ସୋସିଆଲ ମିଡ଼ିଆ ପୋଷ୍ଟରେ ଅଭିଜିତ ଦୀପିକେ ଏବଂ ସିଜେପିର ନାମ ଉଲେଖ କରି ଭାରତର ଯୁବ ଦେଶ ପ୍ରେମୀଙ୍କୁ ଏହି ସମୟ ନିରବ ରହିବାର ସମୟ ନୁହେଁ ବୋଲି କହିଛନ୍ତି I

ମେରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ନେତୃତ୍ୱରେ ଭାରତର ସୁଦୃଢ଼ ଭବିଷ୍ୟତକୁ ନେଇ ଈର୍ଷାଳୁ ଥିବା ଆମେରିକାର ଦାତା ମାନଙ୍କ ଦ୍ୱାରା ସିଜେପିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି I ଏଥି ପାଇଁ ଭୟଭୀତ ନହେବବା ପାଇଁ ସେ ଯୁବ ପିଢ଼ିକୁ ପରାମର୍ଶ ଦେଇଛନ୍ତି I ଖାଲି ସେତିକି ନୁହେଁ ମୋଦି ଏଭଳି ବିଭାଜନ କାରୀ ଶକ୍ତି ଆଗରେ ମୁଣ୍ଡ ନୂଆଇଁବେ ନାହିଁ ବୋଲି ମୀଲବେନ ଉଲେଖ କରିଛନ୍ତି l

ଆମେରିକୀୟ ଦାତା ମାନେ ରକ୍ଷଣଶିଳ ନେତା ମାନଙ୍କୁ ଟାର୍ଗେଟ କରିବାକୁ ବିଶ୍ୱ ସ୍ତରରେ ଏକ ନିର୍ଦ୍ଧିଷ୍ଠ ରଣନୀତି ଆପଣାଉ ଥିବା ସେ ଅଭିଯୋଗ କରିଛନ୍ତି l ଆମେରିକାରେ କିଛି ଶିକ୍ଷିତ ବ୍ୟକ୍ତିଙ୍କୁ ଚିହ୍ନଟ କାରୀ ସେମାନଙ୍କୁ କଠୋରପନ୍ଥୀ କରୀ ନିଜ ଦେଶକୁ ପଠାଇଦିଆଯାଇଛି l ଏବଂ ସେଠାରେ ବିଶୃଖଳା ସୃଷ୍ଟି କରିବା ପାଇଁ ପାଣ୍ଠୀ ଯୋଗେଇ ଦିଆଯାଉଛି l ଯଦିଓ ଏହି ପ୍ରୟାସ ସଫଳ ହୋଇନି ତଥାପି ଏହା ଦେଶର ବିକାଶ ଏବଂ ଶାସନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ବୋଲି ସେ କହିଛନ୍ତି l

ଅନ୍ୟପଟେ କକ୍ରୋଚ ଜନତା ପାର୍ଟିର ମୁଖ୍ୟ ପ୍ରତିଷ୍ଠାତା ଅଭିଜିତ ଦୀପିକେ ଆମେରିକାର ବୋଷ୍ଟନ ବିଶ୍ୱବିଦ୍ୟାଳୟର ଛାତ୍ର ହୋଇଥିବାରୁ ମେରିଙ୍କ ମନ୍ତବ୍ୟ ସମସ୍ତଙ୍କ ମନ ଭିତରେ ଏକ ବଡ ସନ୍ଦେହ ସୃଷ୍ଟି କରିଛି l ଭାରତରେ ଶିକ୍ଷା ନେଇ ଚାଲି ଥିବା ବ୍ୟାପକ ଦୁର୍ନୀତିକୁ ଆଖି ଆଗରେ ରଖି ହଠାତ ରାତି ଅଧିଆ ଏକ ବ୍ୟଙ୍ଗାତ୍ମକ ସାମାଜିଜ ଗଣମାଧ୍ୟମ ମଞ୍ଚ ପ୍ରସ୍ତୁତ କରିଥିଲେ  ଦୀପିକେ l ଇନ୍ଷ୍ଟଗ୍ରାମ ଠାରୁ ଆରମ୍ଭ କରୀ ଫେସ ବୁକ ଊ ଟ୍ୱିଟରରେ ଲକ୍ଷ ଲକ୍ଷ ଯୁବକ ଯୋଡି ହେଲେ l ଆମେରିକାରେ ରହି ଭାରତର ଅସୁବିଧାକୁ କାଉଣ୍ଟର କରୁଥିବା ଦୀପିକେ ପରବର୍ତୀ ସମୟରେ ଭାରତ ଆସିଥିଲେ ଏବଂ ଶିକ୍ଷା ମନ୍ତ୍ରୀ ଧ୍ରାମେନ୍ଦ୍ର ପ୍ରଧାନଙ୍କୁ ହଟାଇବା ପାଇଁ ଦୀର୍ଘ ଆନ୍ଦୋଳନ ମଧ୍ୟ ଚଳାଇଲେ ...ଏହି ଚାପ ଗୋଷ୍ଠୀର ପ୍ରଭାବରେ ଧ୍ରାମେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ମଧ୍ୟ ଦେଲେ

ALSO READ- ୟୁପି ନିର୍ବାଚନରେ ମଇଦାନକୁ ଓହ୍ଲାଇବେ ପୂର୍ବତନ IAS ଦିବ୍ୟା ମିତ୍ତଲ, ନୂଆ ପାର୍ଟିର କଲେ ଘୋଷଣା

କିନ୍ତୁ ଏସବୁ ଭିତରେ ସୌରଭ ଦୀପିକେଙ୍କୁ ନେଇ ଅନେକ ପ୍ରଶ୍ନ ଓ ସନ୍ଦେହ ଆଜି ମଧ୍ୟ ଲୋକ ମାନେ ଆଲୋଚନା କରନ୍ତି I ଏତେ ପରିମାଣରେ ଯୁବକ ମାନଙ୍କୁ ଏକାଠି କରିବା ଟେଣ୍ଟ ଲଗାଇବା ସବୁ କିଛି ଛାଡି ଜଣ ଆନ୍ଦୋଳନ କରିବା ଏସବୁ କଣ ଜଣେ ସାଧାରଣ ଯୁବକ ପକ୍ଷେ ସମ୍ଭବ କି ? ଏସବୁ କରିବା ପାଇଁ ସୌରଭ କୌଣସି ଦେଶ ବିରୋଧୀ ଶକ୍ତି ଦ୍ୱାରା ଅନୁପ୍ରାଣିତ ହୋଇନାହାନ୍ତି ? ଏଭଳି ଅନେକ ପ୍ରଶ୍ନ ଥିବା ବେଳେ ଆମେରିକୀୟ ଗାୟିକାଙ୍କ ସାମାଜିକ ଗଣମାଧ୍ୟମର ବିବୃତି ସନ୍ଦେହକୁ ଦ୍ବିଗୁଣିତ କରୁଛି