ମେଷ- ଦିନଟି ଭଲ ରହିବ। କାମରେ ସଫଳତା ମିଳିବ। ଧନ ଲାଭର ସୁଯୋଗ ରହିଛି। ପରିବାରରେ ଖୁସି ରହିବ। ମନୋବଳ ବଢ଼ିବ। ନୂତନ କାମରେ ଆଗ୍ରହ ବଢ଼ିବ। ସମ୍ମାନ ମିଳିବ। ଦିନଟି ଆନନ୍ଦରେ କଟିବ।

ବୃଷ- ଦିନଟି ମଧ୍ୟମ ରହିବ। କିଛି କାମରେ ବିଳମ୍ବ ହେବା ସମ୍ଭାବନା। ଖର୍ଚ୍ଚ ବଢ଼ିପାରେ। ଘାତ ବାରର ପ୍ରଭାବ ଅନୁଭବ ହେବ। ପରିବାରରେ ଛୋଟ ମତଭେଦ ହେବା ସମ୍ଭାବନା। ସତର୍କ ରହିଲେ ସମସ୍ୟା କମିବ। ଧୈର୍ଯ୍ୟ ରଖନ୍ତୁ। ଶାନ୍ତ ରହିବା ଭଲ।

ମିଥୁନ- ଦିନଟି ଭଲ ନୁହେଁ। ଅଷ୍ଟମ ଚନ୍ଦ୍ରର ପ୍ରଭାବରେ କାମରେ ବାଧା ଆସିପାରେ। ମନ ଅଶାନ୍ତ ରହିପାରେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଶାରୀରିକ କ୍ଲାନ୍ତି ଲାଗିପାରେ। ବିବାଦରୁ ଦୂରେଇ ରୁହନ୍ତୁ। ସତର୍କ ରହିବା ଆବଶ୍ୟକ। ଧୈର୍ଯ୍ୟ ଧରନ୍ତୁ।

କର୍କଟ- ଦିନଟି ଭଲ ରହିବ। କାମରେ ସଫଳତା ମିଳିବ। ଧନ ଲାଭ ହେବାର ସୁଯୋଗ ରହିଛି। ପରିବାରରେ ଖୁସି ରହିବ। ମିତ୍ରଙ୍କ ସହଯୋଗ ମିଳିବ। ଯୋଜନା ସଫଳ ହେବ। ମନ ପ୍ରସନ୍ନ ରହିବ। ସମ୍ମାନ ବଢ଼ିପାରେ।

ସିଂହ- ଦିନଟି ଭଲ ନୁହେଁ। ଘାତ ବାର ଓ ଘାତ ଚନ୍ଦ୍ରର ପ୍ରଭାବ ରହିବ। କାମରେ ବିଘ୍ନ ଆସିପାରେ। ଧନ ହାନି ହେବା ସମ୍ଭାବନା। ମନ ଅଶାନ୍ତ ରହିପାରେ। ଶତ୍ରୁ ପକ୍ଷ ସକ୍ରିୟ ରହିପାରେ। ବିବାଦ ଏଡ଼ନ୍ତୁ। ଧୈର୍ଯ୍ୟ ଧରନ୍ତୁ।

କନ୍ୟା- ଦିନଟି ଅଳ୍ପ ଖରାପ ରହିପାରେ। ଘାତ ବାରର ପ୍ରଭାବରେ କାମରେ ବିଳମ୍ବ ହେବା ସମ୍ଭାବନା। ଶରୀର ଅସୁସ୍ଥ ଲାଗିପାରେ। ଅନାବଶ୍ୟକ ଚିନ୍ତା ବଢ଼ିପାରେ। ଧନ ନଷ୍ଟ ହେବା ସମ୍ଭାବନା। ସତର୍କ ରୁହନ୍ତୁ। ଶାନ୍ତ ରହିବା ଭଲ।

ତୁଳା- ଦିନଟି ମଧ୍ୟମ ଫଳପ୍ରଦ ରହିବ। କାମରେ ସାଧାରଣ ଫଳ ମିଳିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। ପରିବାରରେ ମଧ୍ୟମ ସ୍ଥିତି ରହିବ। ଧୀରେ କାମ କରନ୍ତୁ। ଧୈର୍ଯ୍ୟ ରଖିବା ଭଲ। ଅତିରିକ୍ତ ଚିନ୍ତା କରିବେନି।

ବିଛା- ଦିନଟି ଭଲ ରହିବ। କାମରେ ଉନ୍ନତି ହେବ। ଧନ ଲାଭ ହେବାର ସମ୍ଭାବନା। ଆତ୍ମବିଶ୍ୱାସ ବଢ଼ିବ। ମିତ୍ରଙ୍କ ସହଯୋଗ ମିଳିବ। ପରିବାରରେ ଖୁସି ରହିବ। ସଫଳତା ମିଳିବ। ଯୋଜନା ସଫଳ ହେବ।

ଧନୁ- ଦିନଟି ଭଲ ନୁହେଁ। କାମରେ ବାଧା ଆସିପାରେ। ଧନ ସମସ୍ୟା ହେବା ସମ୍ଭାବନା। ମନ ଅଶାନ୍ତ ରହିପାରେ। ଯାତ୍ରାରେ ବାଧା ଆସିପାରେ। ସତର୍କ ରୁହନ୍ତୁ। ଧୈର୍ଯ୍ୟ ଧରନ୍ତୁ। ଧୀରେ କାମ କରନ୍ତୁ।

ମକ- ଦିନଟି ସର୍ବଶ୍ରେଷ୍ଠ ରହିବ। ଚନ୍ଦ୍ର ରାଶିରେ ଥିବାରୁ ଲାଭ ମିଳିବ। କାମରେ ବଡ଼ ସଫଳତା ଆସିପାରେ। ଧନ ଲାଭ ହେବାର ଯୋଗ ରହିଛି। ସମ୍ମାନ ବଢ଼ିବ। ଯୋଜନା ସଫଳ ହେବ। ମନ ପ୍ରସନ୍ନ ରହିବ। ଇଚ୍ଛା ପୂରଣ ହେବ।

କୁମ୍ଭ- ଦିନଟି ମଧ୍ୟମ ରହିବ। ଖର୍ଚ୍ଚ ବଢ଼ିପାରେ। କାମରେ ବିଳମ୍ବ ହେବା ସମ୍ଭାବନା। ମନ ଅଳ୍ପ ଅଶାନ୍ତ ରହିପାରେ। ଗୁପ୍ତ ଶତ୍ରୁରୁ ସତର୍କ ରୁହନ୍ତୁ। ଧୈର୍ଯ୍ୟ ରଖନ୍ତୁ। ନିଜକୁ ଶାନ୍ତ ରଖନ୍ତୁ।

ମୀନ- ଦିନଟି ଭଲ ରହିବ। ଆୟ ବଢ଼ିବାର ସୁଯୋଗ ରହିଛି। କାମରେ ସଫଳତା ମିଳିବ। ମିତ୍ରଙ୍କ ସହଯୋଗ ମିଳିବ। ମନ ପ୍ରସନ୍ନ ରହିବ। ନୂତନ ସୁଯୋଗ ମିଳିପାରେ। ଇଚ୍ଛା ପୂରଣ ହେବ। ଦିନଟି ସୁଖମୟ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682