Live Live

ଡ୍ୟାମ୍ କାମ ପାଇଁ ଜଳ ଯୋଗାଣ ବନ୍ଦ : ୪୩୦ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟାହତ, ବିକଳ୍ପ ବ୍ୟବସ୍ଥାକୁ ନେଇ ଆଶଙ୍କା

ଡ୍ୟାମ୍ କାମ ପାଇଁ ୪୩୦ ଗାଁକୁ ଜଳ ଯୋଗାଣ ବନ୍ଦ । ଜୁନ୍ ଶେଷ ସୁଦ୍ଧା ସରିବ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ! ପ୍ରକଳ୍ପର ବାକି କାମ ପାଇଁ ତଳ ମୁଣ୍ଡରେ ଶୁଖିଲା ପଡ଼ିଛି ନଦୀ, ଦେଖାଦେଇଛି ଜଳ ସଙ୍କଟ । ୪୩୦ ଗାଁକୁ ପାନୀୟ ଜଳ ଯୋଗାଣ ବ୍ୟାହତ । ବିକଳ୍ପ ବ୍ୟବସ୍ଥାକୁ ନେଇ ଆଶଙ୍କା ।
NEWS7
Joda News