Live Live

ରାଜ୍ୟ

ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ, ମୋକିମଙ୍କ ଯୁବ ସମାବେଶରେ ଆଜି ଘୋଷଣା

ନୂଆ ରାଜନୈତିକ ଦଳର ପଡିବ ମୂଳଦୁଆ, ମୋକିମଙ୍କ ଯୁବ ସମାବେଶରେ ଆଜି ଘୋଷଣା

January 12, 2026

ଭୁବନେଶ୍ୱର ୧୨/୦୧: ଜାତୀୟ ଯୁବ ଦିବସ ରେ ଶକ୍ତି ପ୍ରଦର୍ଶନ କରିବେ ମହମଦ ମୋକିମ । ନୂଆ ଦଳ ଗଠନ ନେଇ ପଡିବ ମୂଳଦୁଆ । ଭୁବନେଶ୍ୱରରେ ଯୁବ ସମାବେଶରେ ଯୋଗଦେବେ ଏକ ହଜାରରୁ ଅଧିକ ଯୁବ ନେତା । ମାର୍ଚ୍ଚ ଶେଷ ସୁଦ୍ଧା ଜନ୍ମ ନେବ ନୂଆ ଦଳ । ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ଶକ୍ତି...

କମିଥିଲା ଶୀତ, ପୁଣି ଥରାଇବ ଜାଡ଼...ତଳମୁହାଁ ହେବ ପାରଦ

January 12, 2026

ଭୁବନେଶ୍ୱର ୧୨।୧ : ଆସନ୍ତା ୧୩ ଓ ୧୪ ତାରିଖରେ ପୁଣି ଥରାଇବ ଶୀତ । ଶନିବାର ରାତିରେ ଶୀତ କମିଥିଲା। ରବିବାର ବି ଶୀତ କମ୍ ରହିଛି କିନ୍ତୁ ମଙ୍ଗଳବାର ଓ ବୁଧବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ପୁଣି ତଳମୁହାଁ ହେବ। ଅଧିକ ଶୀତ ଅନୁଭୂତ ହ......

କମିଥିଲା ଶୀତ, ପୁଣି ଥରାଇବ ଜାଡ଼...ତଳମୁହାଁ ହେବ ପାରଦ

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, କହିଲେ ଘଟଣା ଅଭାବନୀୟ

January 12, 2026

ରାଉରକେଲା ୧୨/୦୧: ରାଉରକେଲା ବିମାନ ଦୁର୍ଘଟଣାର ଛାନଭିନ୍ । ଦୁର୍ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଅନୁଧ୍ୟାନ । ଅନୁଧ୍ୟାନ ପରେ ଦୁର୍ଘଟଣାକୁ ଅଭାବନୀୟ କହିଲେ ମନ୍ତ୍ରୀ । ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥି......

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ମନ୍ତ୍ରୀଙ୍କ ଅନୁଧ୍ୟାନ, କହିଲେ ଘଟଣା ଅଭାବନୀୟ

ସରକାରୀ କାମ ଓଡିଆରେ ହେବା ନେଇ ପାଗ ଭିଡ଼ା ସରୁନି, ଖାଲି କଥାରେ କଥା ଚାଲିଛି ଓଡ଼ିଆ ଅସ୍ମିତା

January 11, 2026

ଭୁବନେଶ୍ଵର:  ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ସ୍ବାଭିମାନର ମୂଳ ପରିଚୟ ହେଲା କୁହ ଓଡ଼ିଆ ଲେଖ ଓଡ଼ିଆ। ହେଲେ ସରକାରୀ କାମ ଓଡିଆରେ ହେବା ନେଇ ପାଗ ଭିଡ଼ା ସରୁନି।  ଖାଲି କଥାରେ କଥା ଚାଲିଛି ସରକାରୀ କାମ ଓଡ଼ିଆରେ ହିଁ ହେବ। ଏନେଇ ବୟାନବାଜି ଚାଲ......

ସରକାରୀ କାମ ଓଡିଆରେ ହେବା ନେଇ ପାଗ ଭିଡ଼ା ସରୁନି, ଖାଲି କଥାରେ କଥା ଚାଲିଛି ଓଡ଼ିଆ ଅସ୍ମିତା

ଟୋଲ୍ ଗେଟରେ ୧୦ ହଜାର ଜରିମାନା ବିବାଦ, ୭ ଦିନ ଭିତରେ ସାର୍ଟିଫିକେଟ୍ କରିଥିଲେ ଛାଡ଼

January 11, 2026

କଟକ: ପ୍ରଦୂଷଣ ସାର୍ଟିଫିକେଟ୍ ନ ଥିଲେ ଗାଡ଼ି ଉପରେ ସିଧାସଳଖ ୧୦ ହଜାର ଜରିମାନା। ଗୋଟେ ଟୋଲ୍ ଗେଟ୍ ଦେଇ ଜଣେ ବ୍ୟକ୍ତି ଯେତେ ଥର ଗାଡ଼ି ନେଇ ଯିବେ ସେତେଥର ଗାଡ଼ି ଉପରେ ୧୦ ହଜାର ଲେଖାଏଁ ଜରିମାନା କରାଯାଉଥିଲା।  ପରିବହନ ବିଭାଗର ଏଭଳି ତୋଗଲ......

ଟୋଲ୍ ଗେଟରେ ୧୦ ହଜାର ଜରିମାନା ବିବାଦ, ୭ ଦିନ ଭିତରେ ସାର୍ଟିଫିକେଟ୍ କରିଥିଲେ ଛାଡ଼