Live Live

ରାଜ୍ୟ

ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

ଶବ୍ୟା କାବେରୀ ଘାଟରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ପତ୍ନୀଙ୍କ ସହ କଲେ ପୂଜାର୍ଚ୍ଚନା

January 14, 2026

ଭୁବନେଶ୍ଵର ୧୪ ।୦୧ : ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବୈତରଣୀ ନଦୀର ଶବ୍ୟା କାବେରୀ ଘାଟରେ ମୁଖ୍ୟମନ୍ତ୍ରୀ ସପତ୍ନୀକ ସହ ବୁଡ଼ ପକାଇଛନ୍ତି। ଘାଟରେ ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ବୁଡ଼ ପକାଇଛନ୍ତି। ଏଥି ପାଇଁ ଶବ୍ୟା କାବେରୀ ଘାଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଅଗ୍ନିଶମ ବାହିନୀ...

ଭଦ୍ରକରେ ଅଭାବରୁ ଶିଶୁ ବିକ୍ରି ଘଟଣା, କଟକରୁ ଉଦ୍ଧାର କଲା ପୋଲିସ

January 14, 2026

କଟକ ୧୪।୦୧ : ଭଦ୍ରକରେ ବିକ୍ରି । କଟକରୁ ଉଦ୍ଧାର । ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକୁ କଟକରୁ ଉଦ୍ଧାର କରିଛି ଭଣ୍ଡାରିପୋଖରୀ ପୋଲିସ । ଉଦ୍ଧାର ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଶିଶୁ ମଙ୍ଗଳ କ......

ଭଦ୍ରକରେ ଅଭାବରୁ ଶିଶୁ ବିକ୍ରି ଘଟଣା, କଟକରୁ ଉଦ୍ଧାର କଲା ପୋଲିସ

ଏଥର ବି ଦୁର୍ଗନ୍ଧରେ ଫାଟିବ ଖଣ୍ଡଗିରି ପାଦଦେଶ ଅଞ୍ଚଳ, ୧୫ ହଜାର ଲୋକଙ୍କୁ ୨୦ ଟଏଲେଟ

January 14, 2026

ଭୁବନେଶ୍ୱର ୧୪।୦୧ : ଏଥର ବି ଦୁର୍ଗନ୍ଧରେ ଫାଟିବ ଖଣ୍ଡଗିରି ପାଦଦେଶ ଅଞ୍ଚଳ । ଖଣ୍ଡଗିରି ଫ୍ଲାଏଓଭର ତଳ ଓ ଛକରେ ଗୋଡ଼ାଇବ ପରିସ୍ରା ଗନ୍ଧ । ବ୍ୟବସ୍ଥା ଓ ପ୍ରସ୍ତୁତି ଯାହା, ଖଣ୍ଡଗିରି ଯାତ୍ରା ସମୟରେ ପରିମଳ ସ୍ଥିତି ବଦଳିବା ଆଶା କମ୍ । ପ୍ରସ୍......

ଏଥର ବି ଦୁର୍ଗନ୍ଧରେ ଫାଟିବ ଖଣ୍ଡଗିରି ପାଦଦେଶ ଅଞ୍ଚଳ, ୧୫ ହଜାର ଲୋକଙ୍କୁ ୨୦ ଟଏଲେଟ

ବାପା-ପୁଅ ମିଶି ପୁତୁରାକୁ ମାରିଦେଲେ, ଗିରଫ କରି ସିନ୍ ରିକ୍ରିଏସନ କଲା ପୋଲିସ

January 14, 2026

ଦିଗପହଣ୍ଡି ୧୪।୧: କକା ପରିବାରର ସଂଘବଦ୍ଧ ଆକ୍ରମଣରେ ପୁତୁରାର ମୃତ୍ୟୁ ଘଟଣାରେ ସିନ୍ ରିକ୍ରିଏସନ୍ କଲା ପୋଲିସ । ଅଭିଯୁକ୍ତ ବାପା ଓ ପୁଅଙ୍କୁ ଗିରଫ ପରେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ୍ ହୋଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଜବତ କରିବ......

ବାପା-ପୁଅ ମିଶି ପୁତୁରାକୁ ମାରିଦେଲେ, ଗିରଫ କରି ସିନ୍ ରିକ୍ରିଏସନ କଲା ପୋଲିସ

ଗାଡ଼ି ବ୍ରହ୍ମପୁରରେ, ଫାଇନ୍ କଟିଛି ଆଗ୍ରାରେ ; ମେସେଜ ଆସିଛି ୭୫ ହଜାର ୫୨୦ ଟଙ୍କା...

January 14, 2026

ବ୍ରହ୍ମପୁର ୧୪।୦୧ : ଗାଡ଼ି ବ୍ରହ୍ମପୁରରେ, ଫାଇନ୍ କଟିଛି ଆଗ୍ରାରେ। ୟୁପି ଆଗ୍ରା ପରିବହନ କାର୍ଯ୍ୟାଳୟ କାଟିଛି ଇ-ଚାଲାଣ। ମୋବାଇଲ ମେସେଜ ଆସିଛି ୭୫ ହଜାର ୫୨୦ ଟଙ୍କା ଫାଇନ୍ । ଏମିତି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ଅଞ୍ଚଳର ଜଣେ ବସ ମାଲିକ।......

ଗାଡ଼ି ବ୍ରହ୍ମପୁରରେ, ଫାଇନ୍ କଟିଛି ଆଗ୍ରାରେ ; ମେସେଜ ଆସିଛି ୭୫ ହଜାର ୫୨୦ ଟଙ୍କା...