Live Live
LIVE

ରାଜ୍ୟ

ଅବସରପ୍ରାପ୍ତ ASIଙ୍କୁ ୨ବର୍ଷ ଜେଲ୍‌, ୨ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ଟଙ୍କା ଜରିମାନା ନିର୍ଦ୍ଦେଶ

ଅବସରପ୍ରାପ୍ତ ASIଙ୍କୁ ୨ବର୍ଷ ଜେଲ୍‌, ୨ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ଟଙ୍କା ଜରିମାନା ନିର୍ଦ୍ଦେଶ

December 09, 2025

ଢେଙ୍କାନାଳ ୦୯/୧୨: ଲାଞ୍ଚ ନେଇ ଫସିଗଲେ ଅବସରପ୍ରାପ୍ତ ASI । ରାସୋଳ ଥାନାର ଅବସରପ୍ରାପ୍ତ ଅଭିମନ୍ୟୁ ସାହୁଙ୍କୁ ଜେଲ୍ । ୨ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ଜଣେ ଛାତ୍ରଙ୍କ ବାଇକ ଛାଡ଼ିବା ପାଇଁ ନେଉଥିଲେ ଲାଞ୍ଚ । ଅଭିମନ୍ୟୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ...

ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ, ୧୨ ଯାଏଁ ରାଜ୍ୟରେ ବହିପାରେ ଶୀତର ଲହରି

December 09, 2025

ଭୁବନେଶ୍ୱର ୦୯।୧୨ : ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ଶୀତ ଲହରି ବହିପାରେ। ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ ମାଡ଼ ଛଟପଟ କରିବ। ପାଣିପାଗ ବିଭାଗ (ଆଇଏମ୍ଡି ) ଏହି ଆକଳନ କରିଛି। ୧୩ ତାରିଖରୁ ରାଜ୍ୟରେ ଶୀତ ସାମାନ୍ୟ କମିପାରେ ବୋଲି ପାଣିପା......

ଅସମ୍ଭାଳ ଜାଡ଼ ସାଙ୍ଗକୁ କାଲୁଆ ପବନ, ୧୨ ଯାଏଁ ରାଜ୍ୟରେ ବହିପାରେ ଶୀତର ଲହରି

ବାରବାଟୀ ବ୍ୟାଟଲ : ଭାରତ ଭାଙ୍ଗିବ ପରାଜୟର ରେକର୍ଡ ! ଅଭିଷେକ ଶର୍ମାଙ୍କ ଉପରେ ଫ୍ୟାନ୍ସଙ୍କ ନଜର

December 09, 2025

କଟକ, ୦୯/୧୨: କମ୍ପିବ ବାରବାଟୀ । ଇଣ୍ଡିଆ ଇଣ୍ଡିଆ ନାରାରେ ଫାଟିବ ଗ୍ୟାଲେରି । ବାରବାଟୀ ଟି୨୦କୁ ନେଇ ଉତ୍ସାହିତ କ୍ରିକେଟ ପ୍ରେମୀ । ମଙ୍ଗଳବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ସିରିଜର ପ୍ରଥମ ମୁକାବିଲା କଟକର......

ବାରବାଟୀ ବ୍ୟାଟଲ : ଭାରତ ଭାଙ୍ଗିବ ପରାଜୟର ରେକର୍ଡ ! ଅଭିଷେକ ଶର୍ମାଙ୍କ ଉପରେ ଫ୍ୟାନ୍ସଙ୍କ ନଜର

ନିଜେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି, ଅନୁପସ୍ଥିତ ରହୁଛନ୍ତି, ଆମ ନେତାଙ୍କୁ କ'ଣ କହୁଛନ୍ତି: ପ୍ରମିଳା ମଲ୍ଲିକ

December 08, 2025

ଭୁବନେଶ୍ଵର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ଆସୁନଥିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକ୍ଷେପ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନିଜେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତ......

ନିଜେ ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି, ଅନୁପସ୍ଥିତ ରହୁଛନ୍ତି, ଆମ ନେତାଙ୍କୁ କ'ଣ କହୁଛନ୍ତି: ପ୍ରମିଳା ମଲ୍ଲିକ

ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ମୁଖ୍ୟମନ୍ତ୍ରୀ କହିଲେ- ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ

December 08, 2025

ଭୁବନେଶ୍ବର: ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୭ହଜାର ୪୪୦କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଗତ ୮ମାସରେ ଆମ ସରକାର ବଜେଟରେ ଥିବା ପ୍ରାବଧାନ ଅନୁଯାୟୀ ବ......

ବିଧାନସଭାରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ମୁଖ୍ୟମନ୍ତ୍ରୀ କହିଲେ- ସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଆବଶ୍ୟକ