Live Live
LIVE

ରାଜ୍ୟ

୮ ମାସ ତଳେ କରିଥିଲେ ବିବାହ, ହଠାତ୍ ହେଲା କ’ଣ ? ପୋଡ଼ି ହୋଇଗଲେ ନା ପୋଡ଼ିଦେଲେ

୮ ମାସ ତଳେ କରିଥିଲେ ବିବାହ, ହଠାତ୍ ହେଲା କ’ଣ ? ପୋଡ଼ି ହୋଇଗଲେ ନା ପୋଡ଼ିଦେଲେ

January 12, 2026

ଭଦ୍ରକ ୧୨।୧: ବିବାହର ୮ ମାସ ପରେ ବୋହୂକୁ ପୋଡ଼ି ହତ୍ୟା । ବାପଘର ଲୋକ ଏଭଳି ଅଭିଯୋଗ ଆଣିବା ପରେ ସ୍ଵାମୀ କହିଲେ ବାପା ଓ ମା’ ଆମ ଦୁଇ ଜଣଙ୍କୁ ଅଣଦେଖା କରନ୍ତି । ଏମିତି ଘଟଣା ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧୀନ ବରହମପୁର ଗାଁରେ ଘଟିଛି । ଜାନୁଆରୀ ମାସ ୧ ତାରିଖରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ...

ସଡ଼କ ସୁରକ୍ଷା ମାସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଭେଟି, ୧୦ ଜିଲ୍ଲାରେ ୧୪ ଅଟଳ ବସ୍‌ଷ୍ଟାଣ୍ଡରେ ଉଦ୍‌ଘାଟନ

January 12, 2026

ଭୁବନେଶ୍ୱର ୧୨।୦୧ : ଆରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଲୋକସେବା ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ଏହାର ଶୁଭାରମ୍ଭ କ......

ସଡ଼କ ସୁରକ୍ଷା ମାସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଭେଟି, ୧୦ ଜିଲ୍ଲାରେ ୧୪ ଅଟଳ ବସ୍‌ଷ୍ଟାଣ୍ଡରେ ଉଦ୍‌ଘାଟନ

ସାଇବର ଠକେଇର ଶିକାର ହେଲେ LIC ଏଜେଣ୍ଟ, ୩ ଖାତାରୁ ୩ ଲକ୍ଷ ଟଙ୍କା ଉଦ୍ଭାନ

January 12, 2026

ଭଦ୍ରକ: ସାଇବର୍ ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଦଳାଙ୍ଗ ଗ୍ରାମର ଜଣେ ଏଲଆଇସି ଏଜେଣ୍ଟ। ଠକେଇର ଶିକାର ଏଜେଣ୍ଟ ହେଲେ ଭରତ ଚନ୍ଦ୍ର ବାରିକ। ତାଙ୍କ ୩ଟି ବ୍ୟାଙ୍କ ଖାତାରୁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇ......

ସାଇବର ଠକେଇର ଶିକାର ହେଲେ LIC ଏଜେଣ୍ଟ, ୩ ଖାତାରୁ ୩ ଲକ୍ଷ ଟଙ୍କା ଉଦ୍ଭାନ

ସ୍କୁଟିକୁ ପିଟିଲା ହରେକୃଷ୍ଣ, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

January 12, 2026

ଦିଗପହଣ୍ଡି ୧୨।୦୧ : ଭୟଙ୍କର ଦୁର୍ଘଟଣା। ବସ୍ ସହ ସ୍କୁଟିର ହେଲା ଧକ୍କା ।ଦୁର୍ଘଟଣା ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟର ଘଟିଛି ଏପରି ମର୍ମନ୍ତୁଦ ଦୁର୍ଘଟଣା। ଖବର ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ......

ସ୍କୁଟିକୁ ପିଟିଲା ହରେକୃଷ୍ଣ, ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ସବୁ ଜିଲ୍ଲାରେ ଆରମ୍ଭ ହୋଇନି ଧାନ କିଣା, ଶୀଘ୍ର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

January 12, 2026

ଭୁବନେଶ୍ବର ୧୨।୧: ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମଣ୍ଡିରେ ଧାନ ପଡିଛି । କିଣା ଆରମ୍ଭ ହୋଇନାହିଁ । ମୁଖ୍ୟମନ୍ତ୍ରୀ ୧୦ ତାରିଖ ଭିତରେ ସବୁ ଜିଲ୍ଲାରେ ଧାନ କିଣା ହେବ ବୋଲି କହିଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ୮ ଜିଲ୍ଲ......

ସବୁ ଜିଲ୍ଲାରେ ଆରମ୍ଭ ହୋଇନି ଧାନ କିଣା, ଶୀଘ୍ର ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ