Live Live
LIVE

ରାଜ୍ୟ

ରବିବାରଠୁ କମ୍ପିବ ଖଣ୍ଡଗିରି, ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ରବିବାରଠୁ କମ୍ପିବ ଖଣ୍ଡଗିରି, ଅଶ୍ଳୀଳ ନୃତ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

January 25, 2026

ଭୁବନେଶ୍ୱର ୨୫।୦୧: ଆଜିଠାରୁ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ସମଗ୍ର ଖଣ୍ଡଗିରି ଅଞ୍ଚଳ ଉତ୍ସବମୁଖର ହୋଇ ପଡ଼ିଛି। ଜାଗମରାଠାରୁ ମୁଣ୍ଡିଆ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ବ କୁ ସଜେଇ ଦିଆଯାଇଛି। ଠାକୁର ଅନନ୍ତ କେଶରୀ ଦେବ ଆଜି ସନ୍ଧ୍ୟା ୭ଟାରେ ସୁସଜ୍ଜିତ ବିମାନରେ ବାହାରିବେ। ଉଦୟଗିରି ସ୍ଥିତ ରାଣୀ ହଂସପୁରରେ ବି...

ପ୍ରବଳ ଜାଡ଼ରୁ ମିଳିବ ମୁକ୍ତି, ଉପକୂଳରେ କମିବ ଶୀତ

January 25, 2026

ଭୁବନେଶ୍ୱର ୨୫।୦୧ : ଉପକୂଳ ଓଡ଼ିଶାରେ କମିବ ଶୀତ । ଭୁବନେଶ୍ୱର ସମେତ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଗୋପାଳପୁରରେ ପାରଦ ୧୫ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ । ପାଣିପାଗ ବିଭାଗ ଏହି ଆକଳନ କରିଛି । ରବିବାର ପୁର......

ପ୍ରବଳ ଜାଡ଼ରୁ ମିଳିବ ମୁକ୍ତି, ଉପକୂଳରେ କମିବ ଶୀତ

ସରିଲା ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜ କାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ ଉଦଘାଟନ

January 24, 2026

ଅନୁଗୁଳ: ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ । ସରିଲା ତାଳଚେର ଅନୁଗୁଳ ଦ୍ବୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡା ଫ୍ଲାଏଓଭର ବ୍ରିଜର କାର୍ଯ୍ୟ। ରବିବାର ହେବ ଉଦଘାଟନ। ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍......

ସରିଲା ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜ କାର୍ଯ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିବେ ଉଦଘାଟନ

ରବିବାର ଭଦ୍ରକ ଜିଲା ସତ୍‌ସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’, ବିନା ଦେୟରେ ଲୋକଙ୍କୁ  ମିଳିବ ବିଭିନ୍ନ ସେବାର ଲାଭ

January 24, 2026

ଭଦ୍ରକ: ଜାନୁଆରୀ ୨୫ ରବିବାର ଭଦ୍ରକ ଜିଲ୍ଲାର ସାତଭଉଣୀ ମନ୍ଦିର ଖେଳପଡ଼ିଆରେ ଅନୁଷ୍ଠିତ ହେବ ଭଦ୍ରକ ଜିଲାସ୍ତରୀୟ ସତସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’ । ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମଧ୍ୟରେ ମହା ଆଡମ୍ବରରେ ପାଳିତ ହେବାକୁ ଯାଉଥିବା ସାମ......

ରବିବାର ଭଦ୍ରକ ଜିଲା ସତ୍‌ସଙ୍ଗ ମହୋତ୍ସବ ‘ଧୃତି ସନ୍ଦୀପନା’, ବିନା ଦେୟରେ ଲୋକଙ୍କୁ  ମିଳିବ ବିଭିନ୍ନ ସେବାର ଲାଭ

ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କ ପଦୋନ୍ନତି ଅଟକିବ

January 24, 2026

ଭୁବନେଶ୍ଵର: ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ । ସବୁ ରାଜ୍ୟକୁ ସତର୍କ କଲା କାର୍ମିକ ମନ୍ତ୍ରଣାଳୟ । ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସ......

ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ, ଅଧିକାରୀଙ୍କ ପଦୋନ୍ନତି ଅଟକିବ