Rath Yatra Rath Yatra
ରଥ ଯାତ୍ରା

ରାଜ୍ୟ

ଝଗଡ଼ା ଲାଗିଲେ ସ୍ୱାମୀ-ସ୍ତ୍ରୀ, ବିବାଦ ତୁଟାଇବା ଯାଇ ଚାଲିଗଲା ପଡୋଶୀ ଯୁବକଙ୍କ ଜୀବନ

ଝଗଡ଼ା ଲାଗିଲେ ସ୍ୱାମୀ-ସ୍ତ୍ରୀ, ବିବାଦ ତୁଟାଇବା ଯାଇ ଚାଲିଗଲା ପଡୋଶୀ ଯୁବକଙ୍କ ଜୀବନ

June 27, 2026

ସୁନ୍ଦରଗଡ଼ ୨୭।୦୬ : ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଯମୁନା ମୟାବାହାଲ ଦେହୁରିପଡ଼ାରେ ଚାଞ୍ଚଲ୍ୟ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ସମାଧାନ କରିବାକୁ ଯାଇ ପଡୋଶୀ ଯୁବକ ହେମନ୍ତ ନାଏକକୁ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି । ଏହାସହ ଘଟଣାର ଅଧିକ ଛାନଭିନ ଜାରି...

ମାନବିକତା ଭୁଲିଗଲେ ‘ମୁଖ୍ୟମନ୍ତ୍ରୀ ବସ୍‌’ କଣ୍ଡକ୍ଟର, ଏବେ ଚାକିରିରୁ ହେଲେ ବିଦା…

June 27, 2026

ରାଉରକେଲା ୨୭।୦୬: କଣ୍ଟକ୍ଟର ଭୁଲିଗଲେ ମାନବିକତା । ମାତ୍ର ୨ ଟଙ୍କା ପାଇଁ ଜଣେ ଅସହାୟ ବୃଦ୍ଧବୃଦ୍ଧାଙ୍କୁଙ୍କୁ ରାସ୍ତାରେ ଓହ୍ଲାଇଦେଲେ । ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏହି ଭିଡିଓ । ଏବେ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ......

ମାନବିକତା ଭୁଲିଗଲେ ‘ମୁଖ୍ୟମନ୍ତ୍ରୀ ବସ୍‌’ କଣ୍ଡକ୍ଟର, ଏବେ ଚାକିରିରୁ ହେଲେ ବିଦା…

ଆଉ ନାହାଁନ୍ତି ବିଶିଷ୍ଟ ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ, ୬୯ ବର୍ଷରେ ପରଲୋକ

June 27, 2026

ଭୁବନେଶ୍ବର,୨୭|୦୬: ବିଶିଷ୍ଟ ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ ପରଲୋକ ଗମନ କରିଛନ୍ତି । ଶୁକ୍ରବାର ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦ......

ଆଉ ନାହାଁନ୍ତି ବିଶିଷ୍ଟ ସିନେମାଟୋଗ୍ରାଫର ଦିଲ୍ଲୀପ ରାୟ, ୬୯ ବର୍ଷରେ ପରଲୋକ

Ratha Yatra 2026 : ଶ୍ରୀମନ୍ଦିରରେ ଆଜି ଦଇତା ପ୍ରବେଶ ନୀତି, ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତି ପର୍ବ ଆରମ୍ଭ

June 27, 2026

ପୁରୀ ୨୭।୦୬: ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ସ୍ନାନଯାତ୍ରା ଓ ଆସନ୍ତା ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ଆଜିଠାରୁ ଶ୍ରୀମନ୍ଦିରରେ ଦଇତାପତି ମାନେ ପ୍ରବେଶ କରିବେ। ସଂଧ୍ୟା ଧୂପ ପରେ ଦଇତପତି ମାନେ ମହାପ୍ରଭୁଙ୍କର......

Ratha Yatra 2026 : ଶ୍ରୀମନ୍ଦିରରେ ଆଜି ଦଇତା ପ୍ରବେଶ ନୀତି, ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା, ପ୍ରସ୍ତୁତି ପର୍ବ ଆରମ୍ଭ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ, ୬୨ଟି ବିଭାଗରେ ସମ୍ମାନିତ ହେଲେ ଚଳଚ୍ଚିତ୍ର କଳାକାର

June 26, 2026

ଭୁବନେଶ୍ୱର: "ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଜାତିର ଅସ୍ମିତାର ପରିଚୟ । ଏହାର ସର୍ବାଙ୍ଗୀନ ବିକାଶ ତଥା କଳାକାରମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଖୁବ୍ ଶୀଘ୍ର ଏକ ନୂତନ ‘ଚଳଚ୍ଚିତ୍ର ନୀତି’ ପ୍ରଣୟନ କରିବାକୁ ଯାଉଛନ୍ତି," ବୋଲି ଆଜି ସ୍ଥାନ......

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ, ୬୨ଟି ବିଭାଗରେ ସମ୍ମାନିତ ହେଲେ ଚଳଚ୍ଚିତ୍ର କଳାକାର