ରାଜ୍ୟ

Massive Accident in Kalahandi : ବାଇକରେ ଯାଉଥିଲେ ମାମୁ-ଭଣଜା, ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ

Massive Accident in Kalahandi : ବାଇକରେ ଯାଉଥିଲେ ମାମୁ-ଭଣଜା, ଗାଡ଼ି ଧକ୍କାରେ ଚାଲିଗଲା ଉଭୟଙ୍କ ଜୀବନ

April 27, 2026

କଳାହାଣ୍ଡି ୨୭।୦୪ : ପିକ୍ଅପ୍ ଧକ୍କାରେ ମାମୁ-ଭଣଜା ମୃତ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୁଡ଼ିପଦର ଛକରେ ଏକ ଗାଡ଼ି ଧକ୍କାରେ ମାମୁଁ-ଭଣଜାଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିକ୍ଲି ଗାଁରେ ମୁକେଶ ନାଗ (୧୮) ଓ ମାଟିଗାଁର ମହେନ୍ଦ୍ର ନାଏକ (୧୩) ବୋଲି ଜଣାପଡିଛି ।...

ଆରମ୍ଭ ହୋଇଗଲା ଖରାଛୁଟି: ଜୁନ୍‌ ୧୭ରେ ଖୋଲିବ ସ୍କୁଲ, ‘ସମର ଲର୍ଣ୍ଣିଂ’ରେ ଘରେ ଥାଇ ପଢ଼ିବେ ପିଲା

April 27, 2026

ଭୁବନେଶ୍ୱର: ପ୍ରବଳ ତାତି। ଘରୁ ବାହାରିବା ମୁସ୍କିଲ, ପିଲା ସ୍କୁଲ ଆସି ପାଠ ପଢ଼ିବେ ବା କେମିତି? ସେଥିପାଇଁ ସୋମବାରଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଖରା ଛୁଟି ଆରମ୍ଭ ହୋଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ......

ଆରମ୍ଭ ହୋଇଗଲା ଖରାଛୁଟି: ଜୁନ୍‌ ୧୭ରେ ଖୋଲିବ ସ୍କୁଲ, ‘ସମର ଲର୍ଣ୍ଣିଂ’ରେ ଘରେ ଥାଇ ପଢ଼ିବେ ପିଲା

Berhampur Businessman Murder Case : ଖିଅ ଖୋଜୁଛି ପୋଲିସ, ଏକାଠି ଜେରା ହେବେ ୫ ଅଭିଯୁକ୍ତ, କୁଆଡେ ଗଲା ବନ୍ଧୁକ ?

April 27, 2026

ବ୍ରହ୍ମପୁର ୨୭।୦୪ : ଏବେ ବି ରହସ୍ୟ ଘେରରେ ଗଞ୍ଜାମର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ। କ୍ରାଇମ ସ୍ପଟ୍ ରେ କ୍ରାଇମ ସିନ ରିକ୍ରିଏସନ କରି ପୂରା ଷଡଯନ୍ତ୍ରର ଖିଅ ଯୋଡୁଛି ପୋଲିସ। ଆଜି ୫ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଛି । ୫ ଅ......

Berhampur Businessman Murder Case : ଖିଅ ଖୋଜୁଛି ପୋଲିସ, ଏକାଠି ଜେରା ହେବେ ୫ ଅଭିଯୁକ୍ତ, କୁଆଡେ ଗଲା ବନ୍ଧୁକ ?

ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର, ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ବିକ୍ରି ପାଇଁ...

April 27, 2026

ଭୁବନେଶ୍ୱର ୨୭।୦୪ : ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ ବିଦେଶୀ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ନେପାଳରେ । ଜଣେ ଯୁବକଙ୍କ ତଥ୍ୟ ଆଧାରରେ ପୋଲିସ ଏକ ହୋଟେଲରୁ ଉଭୟଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଦେହ ବେପାର ପାଇଁ ନେପାଳରୁ......

ରାଜଧାନୀରେ ଦେହ ବେପାର ପାଇଁ ଡ଼ିଲ ! ୨ ନେପାଳୀ ଯୁବତୀ ଉଦ୍ଧାର, ପ୍ରଥମେ କୋଲକାତା ଓ ପରେ ଭୁବନେଶ୍ୱରରେ ବିକ୍ରି ପାଇଁ...

ପ୍ରେମ ପାଇଁ ପାଗଳ ମହାବଳ, 'ଜିନ୍ନତ'କୁ ଖୋଜି ଖୋଜି ଡେଇଁଲାଣି ୨ ରାଜ୍ୟର ସୀମା

April 27, 2026

ଭୁବନେଶ୍ୱର ୨୭।୦୪ : ପ୍ରେମିକାକୁ ଖୋଜୁଛି । ଶହେ କି ଦୁଇ ଶହ କିଲୋମିଟର ନୁହେଁ, ବରଂ ଦେଢ ହଜାର କିଲୋମିଟର ପାର୍ କରି ପ୍ରେମିକାକୁ ଖୋଜୁଛି । ପ୍ରାୟ ଦେଢ ହଜାର କିଲୋମିଟର ଅତିକ୍ରମ କରି ଏକ ମହାବଳ ବାଘ ଶିମିଳିପାଳ ଜଙ୍ଗଲକୁ ଆସିଛି। ଶିମ......

ପ୍ରେମ ପାଇଁ ପାଗଳ ମହାବଳ, 'ଜିନ୍ନତ'କୁ ଖୋଜି ଖୋଜି ଡେଇଁଲାଣି ୨ ରାଜ୍ୟର ସୀମା