ଅପରାଧ

୭ ଦିନ ହେବ ନିଖୋଜ ଥିଲେ ସ୍ୱାମୀ-ସ୍ତ୍ରୀ, ଏବେ ଗାଁ କୂଅରୁ ମିଳିଲା ଉଭୟଙ୍କ ମୃତଦେହ

୭ ଦିନ ହେବ ନିଖୋଜ ଥିଲେ ସ୍ୱାମୀ-ସ୍ତ୍ରୀ, ଏବେ ଗାଁ କୂଅରୁ ମିଳିଲା ଉଭୟଙ୍କ ମୃତଦେହ

July 04, 2026

ଘଟଗାଁ ୦୪।୦୭: ଗୁଣି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା । ପରିତ୍ୟକ୍ତ କୂଅରୁ ନିଖୋଜ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ବଳିପର୍ବତ ଗାଁର ହୁଲ୍ଲାବାହାଳି ସାହିରେ ଅଭାବନୀୟ ଘଟଣା। ଖବର ଅନୁଯାୟୀ, ମୃତ ଦମ୍ପତି ହେଉଛନ୍ତି ଖଗେଶ୍ବର ସୋରେନ୍ ଓ ଟୁନି ସୋରେନ୍ । ଉଭୟ ୭ ଦିନ ହେବ ନିଖୋଜ ଥିଲେ ।...

ଖଟି କରିବାକୁ ଡାକି ସାଙ୍ଗକୁ ମାରିଦେଲା ସାଙ୍ଗ, ସନ୍ଦେହ ଯୋଗୁ ରଚିଥିଲା ହତ୍ୟା ଷଡଯନ୍ତ୍ର

July 03, 2026

ବୌଦ୍ଧ: ଦୁହେଁ ଥିଲେ ଖୁବ୍ ଭଲ ସାଙ୍ଗ। ଏକାଠି ହେଉଥିଲା ଉଠାବସା, ଖଟି ମଜା... ସବୁ କିଛି। ହେଲେ ସାମାନ୍ୟ ସନ୍ଦେହକୁ ନେଇ ଭୁଲିଗଲେ ସବୁ କିଛି। ବନ୍ଧୁ ସାଜିଲା ବଇରୀ। ସାଙ୍ଗକୁ ଜୀବନରୁ ହଟାଇଦେବାକୁ ପଛାଇଲାନି ଆଉ ଜଣେ ସାଙ୍ଗ। ଯୋଜନା କରି......

ଖଟି କରିବାକୁ ଡାକି ସାଙ୍ଗକୁ ମାରିଦେଲା ସାଙ୍ଗ, ସନ୍ଦେହ ଯୋଗୁ ରଚିଥିଲା ହତ୍ୟା ଷଡଯନ୍ତ୍ର

ପାକିସ୍ତାନରେ ୨ ଜଣ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ, ଉପପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ସଂପର୍କୀୟ ଗିରଫ 

July 03, 2026

ଇସଲାମାବାଦ: ପାକିସ୍ତାନର ଲାହୋର ସହରରେ ଦୁଇଜଣ ବିଦେଶୀ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ସଂବେଦନଶୀଳ ଘଟଣାରେ ସଂପୃକ୍ତ ଥିବା ଦେଶର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଦାରଙ୍କ......

ପାକିସ୍ତାନରେ ୨ ଜଣ ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ, ଉପପ୍ରଧାନମନ୍ତ୍ରୀ ଇଶାକ ଦାରଙ୍କ ସଂପର୍କୀୟ ଗିରଫ 

ରାମମନ୍ଦିର ଦାନ ଚୋରି ମାମଲା ଖୋଲିଲା ଗୁମର, ପୋଲିସ ରିମାଣ୍ଡରେ ମୁହଁ ଖୋଲିଲା ଅଭିଯୁକ୍ତ ଅବିନାଶ ଶୁକ୍ଲା

July 03, 2026

ଅଯୋଧ୍ୟା: ରାମମନ୍ଦିର ଦାନ ଚୋରି ମାମଲାରେ ଏ ପର୍ଯ୍ୟନ୍ତ ଅନେକ କଥା ସାମ୍ନାକୁ ଆସିଲାଣି। ଏହି କ୍ରମରେ ପୋଲିସ ରିମାଣ୍ଡରେ ପଚରା ଉଚରା କାଳରେ ଅଭିଯୁକ୍ତ ଅବିନାଶ ଶୁକ୍ଳା ଚୋରି ବାବଦ ଅନେକ ନୂଆ ତଥ୍ୟ ଦେଇଛି। ସେ କହିଛି ଯେ ଚୋରି ପରେ ଏହାର ଭା......

ରାମମନ୍ଦିର ଦାନ ଚୋରି ମାମଲା ଖୋଲିଲା ଗୁମର, ପୋଲିସ ରିମାଣ୍ଡରେ ମୁହଁ ଖୋଲିଲା ଅଭିଯୁକ୍ତ ଅବିନାଶ ଶୁକ୍ଲା

ବିଳମ୍ବିତ ରାତିରେ ହେଉଥିଲା କଇଁଛ ଚାଲାଣ, ଚଢ଼ାଉ କରି ଜଣକୁ ବାନ୍ଧିଲା ବନ ବିଭାଗ

July 03, 2026

ଉମରକୋଟ: କଇଁଛ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୩୦ଟି ଜୀବନ୍ତ କଇଁଛ ଉଦ୍ଧାର ସହ ଜଣକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ ।ବନବିଭାଗ କର୍ମଚାରୀମାନେ ଗୁରୁବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ କଇଁଛ......

ବିଳମ୍ବିତ ରାତିରେ ହେଉଥିଲା କଇଁଛ ଚାଲାଣ, ଚଢ଼ାଉ କରି ଜଣକୁ ବାନ୍ଧିଲା ବନ ବିଭାଗ