ବାଲେଶ୍ଵର: ବିଷାକ୍ତ ଗ୍ୟାସ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଅଭିଯୋଗ । ବୋଟ୍ ମଧ୍ୟରୁ ମାଛ ବାହାର କରିବା ବେଳେ ଘଟିଛି ଏହି ଅଘଟଣ। ବାଲେଶ୍ଵର ଜିଲ୍ଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୋଟର ଥିବା ଚେମ୍ବରରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁ ଶ୍ଵାସ ରୁଦ୍ଧ ହୋଇଥିବା ଅନୁମାନ କରାଯାଇଛି । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି।

Updating...