ଭୁବନେଶ୍ବର: ରାଜଧାନୀରେ ଭୟଙ୍କର ଦୁର୍ଘଟଣା। ନିୟନ୍ତ୍ରଣ ହରାଇ ଏକାଧିକ ବାଇକ୍ ଓ ଅଟୋକୁ ଧକ୍କା ଦେଇ ଲୋକଙ୍କ ଉପରକୁ ମାଡ଼ିଗଲା ଏସୟୁଭି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ସନ୍ଧ୍ୟାରେ ଭୁବନେଶ୍ବର ପ୍ରେସ୍ ଛକ ନ୍ୟୁ ଗମେଣ୍ଟ କଲୋନି ସାମ୍ନାରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା।

ଏ ସମ୍ପର୍କିତ ଅଧିକ ଖବର ଜାଣିପାଇଁ ଲିଙ୍କରେ କ୍ଲିକ୍‌ କରନ୍ତୁ- ୩ ଜଣଙ୍କୁ ମାରିଥିବା କାର ଚାଳକଙ୍କ ଆତ୍ମସମର୍ପଣ, କହିଲେ- କାଶ ପାଇଁ ଗାଡି ଉପରୁ ନିୟନ୍ତ୍ରଣ ହରାଇଲି