ଅଗୁଗୋଳ ୬।୪: ପାଖେଇ ଆସୁଛି ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହେବ । ଏହି ସମୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିବ ଅନୁଗୋଳ ଫାଶି କାଠ । ଜେଜେ ବାପା ଲଗାଇଥିଲେ, ଆଜି ତାଙ୍କ ସ୍ଵପ୍ନ ସାକାର ହେଲା । ଭକ୍ତିମୟ ପରିବେଶ ମଧ୍ୟରେ ହୋଇଛି ଗଛ ଛେଦନ