ଧରାପକାଇଦେଲା ମାଆର ଫୋନ୍ କଲ୍ : ଦୀର୍ଘ ୧୫ ବର୍ଷ ଧରି ଚକ୍‌ମା ଦେଉଥିଲା, ଶେଷରେ ପୋଲିସ ହାତରେ

୨୯ ମାର୍ଚ୍ଚ ୨୦୧୧ରେ ଭୁବନେଶ୍ୱର ସିଆରପି ଛକରେ ଅଟୋ ଡ୍ରାଇଭରଙ୍କୁ ଛୁରୀରେ ଆକ୍ରମଣ କରି କରାଯାଇଥିଲା ହତ୍ୟା । ଘଟଣାରେ ୧୫ ବର୍ଷ ଧରି ଫେରାର ଥିଲା ଅଭିଯୁକ୍ତ ବୀର ଓରଫ ବିରଞ୍ଚି ସ୍ୱାଇଁ । ଦୀର୍ଘ ୧୫ ବର୍ଷ ପରେ ନୟାପଲ୍ଲୀ ପୋଲିସ ଗିରଫ କରିଛି । ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇ ୨୦୧୬ରେ ଆଜୀବନ କାରାଦଣ୍ଡ ପାଇଥିଲେ ।
NEWS7
Accused Arrested