ମେଷ -  ଆପଣଙ୍କ ମନୋବଳ ବଢିବ। କାର୍ଯ୍ୟକ୍ଷେତ୍ରରେ ନୂତନ ଅବସର ମିଳିପାରେ। ଆର୍ଥିକ ଦିଗରେ ସାବଧାନ ରହନ୍ତୁ। ପରିବାରରେ ସମ୍ମାନ ବଢିବ। ଦୂର ଯାତ୍ରାର ଯୋଗ ରହିଛି। ମିତ୍ରଙ୍କ ସହଯୋଗ ମିଳିବ। ନୂତନ ପରିଚୟ ଲାଭଦାୟକ ହେବ।

ବୃଷ -  କାମରେ ବ୍ୟସ୍ତତା ବଢିପାରେ। ଧନ ଆସିବାର ସୁଯୋଗ ରହିଛି। ଶରୀରରେ ଥକାନି ଲାଗିପାରେ। ପରିବାରରେ ସାନ୍ତି ରହିବ। ନୂତନ କାମ ଆରମ୍ଭ କରିପାରିବେ। ମନରେ ଆତ୍ମବିଶ୍ୱାସ ବଢିବ। ପୁରୁଣା କାମ ସଫଳ ହେବ।

ମିଥୁନ - ଆପଣ ନିଜ ଦକ୍ଷତା ଦେଖାଇବେ। ଅପେକ୍ଷା କରାଯାଇଥିବା ଖବର ମିଳିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାର ସହ ସମୟ କାଟିବେ। ପ୍ରେମ ଜୀବନରେ ସୁଖ ରହିବ। ନୂତନ ଯୋଜନା ଲାଭଦାୟକ ହେବ। ସୃଜନଶୀଳ କାମରେ ରୁଚି ବଢିବ।

କର୍କଟ -  ମନରେ ଅଶାନ୍ତି ଥାଇପାରେ। କାମରେ ଧୀରେ ଧୀରେ ସଫଳତା ମିଳିବ। ଧନ ସଞ୍ଚୟରେ ଧ୍ୟାନ ଦିଅନ୍ତୁ। ପରିବାରରେ ଛୋଟ ମତଭେଦ ହୋଇପାରେ। ଶରୀର ଠିକ୍ ରହିବ। ଧୈର୍ଯ୍ୟ ରଖନ୍ତୁ। ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ।

ସିଂହ - ଆପଣଙ୍କ ପାଇଁ ଶୁଭ ଦିନ। କାର୍ଯ୍ୟରେ ସଫଳତା ମିଳିବ। ଧନ ଲାଭର ଯୋଗ ରହିଛି। ପରିବାରରେ ଖୁସି ମହଲ ରହିବ। ମିତ୍ରଙ୍କ ସହ ମିଳନ ହେବ। ନୂତନ ଯୋଜନାରେ ସଫଳତା ମିଳିବ। ସମ୍ମାନ ବଢିବ।

କନ୍ୟା -  କାମରେ ଚାପ ବଢିପାରେ। ଆର୍ଥିକ ଦିଗରେ ସ୍ଥିରତା ରହିବ। ପରିବାର ସହ ସମ୍ପର୍କ ଭଲ ରହିବ। ଶରୀରକୁ ଧ୍ୟାନ ଦିଅନ୍ତୁ। ଯାତ୍ରାରେ ସାବଧାନ ରହନ୍ତୁ। ମନ ଶାନ୍ତ ରଖନ୍ତୁ। କାର୍ଯ୍ୟରେ ଧୀରେ ଉନ୍ନତି ହେବ।

ତୁଳା -  ଧନ ଲାଭ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। ପରିବାରରେ ଖୁସି ରହିବ। ପ୍ରେମ ସମ୍ପର୍କ ଭଲ ରହିବ। ନୂତନ ଲୋକଙ୍କ ସହ ପରିଚୟ ହେବ। ଦିନଟି ଉପଭୋଗ କରିବେ। ଲାଭର ସୁଯୋଗ ବଢିବ।

ବିଛା - ଆପଣଙ୍କ ଆତ୍ମବିଶ୍ୱାସ ବଢିବ। କାମରେ ଭଲ ଫଳ ମିଳିବ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ। ନୂତନ ଯୋଜନା ଆରମ୍ଭ କରିପାରିବେ। ନେତୃତ୍ୱ ଶକ୍ତି ବଢିବ।

ଧନୁ - ଅନାବଶ୍ୟକ ଚିନ୍ତା ବଢିପାରେ। କାମରେ ବାଧା ଆସିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ସମ୍ମିଳନ ରଖନ୍ତୁ। ଶରୀରରେ ଦୁର୍ବଳତା ଲାଗିପାରେ। ଧୈର୍ଯ୍ୟ ରଖିବା ଆବଶ୍ୟକ। ଯୋଜନାରେ ପରିବର୍ତ୍ତନ ଆଣିବେ।

ମକର -  ଲାଭର ଦିନ। କାମରେ ସଫଳତା ମିଳିବ। ଧନ ଆଗମନ ହେବ। ପରିବାରରେ ଖୁସି ରହିବ। ମିତ୍ରଙ୍କ ସହ ସମୟ କାଟିବେ। ନୂତନ ଯୋଜନା ସଫଳ ହେବ। ପୁରୁଣା ଇଚ୍ଛା ପୂରଣ ହେବ।

କୁମ୍ଭ -  କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ଶରୀର ଭଲ ରହିବ। ନୂତନ ଦାୟିତ୍ୱ ମିଳିପାରେ। ପ୍ରଶଂସା ମିଳିବ।

ମୀନ - ଭାଗ୍ୟ ସହଯୋଗ କରିବ। କାମରେ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ଧାର୍ମିକ ପରିବେଶ ରହିବ। ଯାତ୍ରାର ଯୋଗ ରହିଛି। ମନ ଖୁସି ରହିବ। ନୂତନ ସୁଯୋଗ ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682