IPL 2026: ଆଇପିଏଲ୍ ୨୦୨୬ର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ରାଜସ୍ଥାନ ରୟାଲ୍ସ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଟପ ଅର୍ଡରଙ୍କ ବିଫଳତା ସତ୍ତ୍ଵେ ରବୀନ୍ଦ୍ର ଜାଡ଼େଜାଙ୍କ ଅପରାଜିତ ୪୩ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ଲକ୍ଷ୍ନୌ ସାମ୍ନାରେ ରହିଛି ୧୬୦ ରନ ବିଜୟ ଲକ୍ଷ୍ୟ। ବୋଲିଂରେ ମହମ୍ମଦ ଶାମି, ପ୍ରିନ୍ସ ଯାଦବ ଓ  ମୋହସିନ ଖାନ ପ୍ରତ୍ୟେକଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଛି।  ଏହି ମ୍ୟାଚ୍ ଜିତି ଉଭୟ ଦଳ ବିଜୟ ଟ୍ରାକକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।

Updating...