ମେଷ - ଆସନ୍ତାକାଲି ଆପଣଙ୍କ ପାଇଁ ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ଧୀରେ ଧୀରେ ସଫଳତା ମିଳିବ। ଧନ ଆଗମନ ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ମନ କେତେକ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟ ସାଧାରଣ ରହିବ।

ବୃଷ - ସତର୍କ ରୁହନ୍ତୁ। କାମରେ ବାଧା ଓ ବିଳମ୍ବ ହେବ। ଧନ କ୍ଷତି ବା ଅନାବଶ୍ୟକ ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ମିଥୁନ - ସୋମବାର ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ପ୍ରୟାସରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ।

କର୍କଟ - ଆସନ୍ତାକାଲି ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ଓ ଲାଭ ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ଶାନ୍ତି ରହିବ। ନୂଆ କାମ ଆରମ୍ଭ ପାଇଁ ଶୁଭ ସମୟ। ସ୍ୱାସ୍ଥ୍ୟ ଭଲ ରହିବ।

ସିଂହ - ଦିନଟି ସତର୍କତାରେ କାଟନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ ଖର୍ଚ୍ଚ ବଢିପାରେ। ପରିବାରରେ ଛୋଟ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ୱାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

କନ୍ୟା - ସୋମବାର ଦିନଟି ମଧ୍ୟମ ରହିବ। କାମରେ ଧୀର ଫଳ ମିଳିବ। ଧନ ଆଗମନ ସୀମିତ ରହିବ। ପରିବାରରେ ସହଯୋଗ ରହିବ। ଅନାବଶ୍ୟକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ତୁଳା - ଦିନଟି ଶୁଭ ରହିବ। କାର୍ଯ୍ୟରେ ଉନ୍ନତି ଓ ସଫଳତା ମିଳିବ। ଧନ ଲାଭ ହେବ। ପରିବାରରେ ସୁଖ ଶାନ୍ତି ରହିବ। ବନ୍ଧୁମାନଙ୍କ ସହ ମିଳନ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା - ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ଆତ୍ମବିଶ୍ୱାସ ବଢିବ। କାର୍ଯ୍ୟରେ ସଫଳତା ମିଳିବ। ନୂଆ ଯୋଜନା ଆରମ୍ଭ କରିପାରିବେ। ଧନ ଲାଭ ହେବ। ପରିବାରରେ ସମ୍ମାନ ବଢିବ। ସ୍ୱାସ୍ଥ୍ୟ ଭଲ ରହିବ।

ଧନୁ - ଆସନ୍ତାକାଲି ଦିନଟି ସତର୍କତାରେ କାଟନ୍ତୁ। ଅନାବଶ୍ୟକ ଖର୍ଚ୍ଚ ବଢିପାରେ। କାମରେ ବିଳମ୍ବ ହେବ। ପରିବାରରେ ମତଭେଦ ହୋଇପାରେ। ମନ ଅଶାନ୍ତ ରହିପାରେ। ସ୍ଵାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ।

ମକର - ଆସନ୍ତାକାଲି ଦିନଟି ମଧ୍ୟମ ରହିବ। କାମରେ ଧୀରେ ଧୀରେ ଫଳ ମିଳିବ। ଧନ ସ୍ଥିତି ସାଧାରଣ ରହିବ। ପରିବାରରେ ସହଯୋଗ ମିଳିବ। ଛୋଟ ଯାତ୍ରା ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍ ରହିବ।

କୁମ୍ଭ - ସୋମବାର ଦିନଟି ଶୁଭ ଓ ଲାଭଦାୟକ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଧନ ଆଗମନ ହେବ। ପରିବାରରେ ସୁଖ ରହିବ। ନୂଆ ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ - ଘାତ ଚନ୍ଦ୍ରର ପ୍ରଭାବରେ ସତର୍କ ରୁହନ୍ତୁ। କାମରେ ବାଧା ଓ ଚାପ ବଢିପାରେ। ଧନ କ୍ଷତି ବା ଖର୍ଚ୍ଚ ବଢିପାରେ। ପରିବାରରେ ତନାବ ହୋଇପାରେ। ମନସିକ ଚିନ୍ତା ବଢିପାରେ। ସ୍ୱାସ୍ଥ୍ୟରେ ସତର୍କତା ଆବଶ୍ୟକ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682