​​​​​​​ମେଷ- କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ ଓ ବଡମାନଙ୍କ ସହଯୋଗ ପାଇବେ। ଅନାବଶ୍ୟକ ଖର୍ଚ୍ଚ କମାଇଲେ ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିବେ ନାହିଁ। ସନ୍ଧ୍ୟାବେଳେ ଶୁଭ ସମ୍ବାଦ ମିଳିପାରେ।

ବୃଷ- ଆପଣଙ୍କ ଆତ୍ମବିଶ୍ୱାସ ବଢିବ ଓ ଅଟକିଥିବା କାମ ସମାପ୍ତ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ନୂତନ ସୁଯୋଗ ମିଳିବ। ପରିବାର ସହ ସମୟ କାଟି ମନ ଖୁସି ରହିବ। ଧନ ଲେନଦେନରେ ସତର୍କ ରୁହନ୍ତୁ। ଦୂରସ୍ଥ ବ୍ୟକ୍ତିଙ୍କ ସହ ଯୋଗାଯୋଗ ହୋଇପାରେ।

ମିଥୁନ- କାମରେ ବ୍ୟସ୍ତତା ବଢିପାରେ କିନ୍ତୁ ଫଳ ଭଲ ମିଳିବ। ପରିବାରରେ ଛୋଟ ଖୁସିର ଖବର ଆସିପାରେ। ପୁରୁଣା ମିତ୍ରଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ସାଧାରଣ ରହିବ। ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରନ୍ତି।

କର୍କଟ- ମନୋବଳ ଦୃଢ ରହିବ ଓ ନୂତନ କାର୍ଯ୍ୟରେ ଆଗ୍ରହ ବଢିବ। ପରିବାରର ସହଯୋଗ ମିଳିବାରୁ ମନ ଶାନ୍ତ ରହିବ। ଆର୍ଥିକ ସ୍ଥିତି ଧୀରେ ଧୀରେ ସୁଧାରିବ। ଯାତ୍ରା ସମୟରେ ସତର୍କ ରୁହନ୍ତୁ। ଆଜି ଧାର୍ମିକ କାର୍ଯ୍ୟରେ ମନ ଲାଗିପାରେ।

ସିଂହ- କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିପାରେ। ବ୍ୟବସାୟରେ ଲାଭର ନୂତନ ରାସ୍ତା ଖୋଲିପାରେ। ପରିବାର ସହ ସମ୍ପର୍କ ମଧୁର ରହିବ। ଅଧିକ ରାଗ କରିବା ଠାରୁ ଦୂରେ ରୁହନ୍ତୁ। ପୁରୁଣା ଅସମ୍ପୂର୍ଣ୍ଣ କାମ ସମାପ୍ତ ହୋଇପାରେ।

କନ୍ୟା- କାମର ଚାପ ବଢିପାରେ କିନ୍ତୁ ଧୈର୍ଯ୍ୟ ଧରି କାମ କଲେ ସଫଳତା ମିଳିବ। ଘରୋଇ କାମରେ ବ୍ୟସ୍ତତା ରହିବ। ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ହେବା ଭଲ। ସ୍ୱାସ୍ଥ୍ୟ ଭଲ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଉପକାରୀ ରହିବ।

ତୁଳା- ଦିନଟି ଆପଣଙ୍କ ପାଇଁ ଶୁଭ ରହିପାରେ। ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ଆସିପାରେ। ପରିବାରରେ ଖୁସିର ପରିବେଶ ରହିବ। ପୁରୁଣା ଚିନ୍ତା ଦୂର ହେବ। ନୂତନ ଲୋକଙ୍କ ସହ ପରିଚୟ ଲାଭଦାୟକ ହେବ।

ବିଛା- କାମରେ ଧୀର ଗତି ଥିଲେ ମଧ୍ୟ ଶେଷରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସାଧାରଣ ରହିବ। ପରିବାରରେ ବଡମାନଙ୍କ ପରାମର୍ଶ ଲାଭଦାୟକ ହେବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଅପରିହାର୍ଯ୍ୟ ତର୍କ ଠାରୁ ଦୂରେ ରହିବା ଭଲ।

ଧନୁ- ନୂତନ ଯୋଜନା କାମରେ ଆସିପାରେ। ଛାତ୍ରଛାତ୍ରୀମାନେ ପଢାଶୁଣାରେ ଭଲ ଫଳ ପାଇବେ। ପରିବାର ସହ ସମୟ କାଟି ମନ ଖୁସି ରହିବ। ଅନାବଶ୍ୟକ ତର୍କ ଠାରୁ ଦୂରେ ରୁହନ୍ତୁ। ଯାତ୍ରାର ଯୋଗ ରହିଛି।

ମକର- କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ଦିଗରେ ଭଲ ସମ୍ବାଦ ମିଳିପାରେ। ପରିବାରର ସହଯୋଗ ମିଳିବାରୁ ମନ ଶାନ୍ତ ରହିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଅଟକିଥିବା ଧନ ପାଇବାର ସମ୍ଭାବନା ରହିଛି।

କୁମ୍ଭ- ଯୋଜନା ସଫଳ ହେବାର ସମ୍ଭାବନା ରହିଛି। ଚାକିରି କିମ୍ବା ବ୍ୟବସାୟରେ ଉନ୍ନତି ହୋଇପାରେ। ପରିବାର ସହ ସମ୍ପର୍କ ଭଲ ରହିବ। ଧନ ଖର୍ଚ୍ଚରେ ସତର୍କ ରୁହନ୍ତୁ। ମନୋରଞ୍ଜନରେ ସମୟ କଟିପାରେ।

ମୀନ- ମନରେ ଅଶାନ୍ତି ଓ ଚିନ୍ତା ବଢ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଅନାବଶ୍ୟକ ବାଧା ଆସିପାରେ ଏବଂ ପରିଶ୍ରମ ଅନୁସାରେ ଫଳ ମିଳିବାରେ ବିଳମ୍ବ ହେବ। ପରିବାରରେ ଛୋଟ କଥାକୁ ନେଇ ମତଭେଦ ସୃଷ୍ଟି ହୋଇପାରେ। ଧନ ଖର୍ଚ୍ଚ ବଢିବାରୁ ମନ ଚିନ୍ତିତ ରହିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682