ମେଷ- ମନରେ ଅସ୍ଥିରତା ଦେଖାଯିବ। କାମରେ ଧୀରେ ଧୀରେ ଫଳପ୍ରଦ ହେବ। ପରିବାର ସହ କିଛି ମତଭେଦ ହୋଇପାରେ। ଅର୍ଥ ଖର୍ଚ୍ଚ ବଢ଼ିବାର ସମ୍ଭାବନା। ନୂତନ କାମ ଆରମ୍ଭ କରିବାରେ ବିଳମ୍ବ କରନ୍ତୁ ନାହିଁ। ବରିଷ୍ଠଙ୍କ ପରାମର୍ଶ ଉପକାରୀ ହେବ। ମିତ୍ରଙ୍କ ସହଯୋଗ ମିଳିପାରେ।

ବୃଷ- ଦିନଟି ସାଧାରଣ ରହିବ। କାମରେ ଆଗ୍ରହ ବଢ଼ିବ। ନୂତନ ଯୋଜନା କରିପାରିବେ। ଅର୍ଥ ଲାଭ ହୋଇପାରେ। ପରିବାରରେ ଶାନ୍ତି ରହିବ। ମିତ୍ରମାନଙ୍କ ସହଯୋଗ ମିଳିବ। ନୂତନ ସୁଯୋଗ ଆସିପାରେ।

ମିଥୁନ- ମନ ଅଶାନ୍ତ ହୋଇପାରେ। କାର୍ଯ୍ୟରେ ବାଧା ଆସିପାରେ। ଅନାବଶ୍ୟକ ଖର୍ଚ୍ଚ ହେବ। କାହା ସହ ବିବାଦ ହୋଇପାରେ। ଧୈର୍ଯ୍ୟ ଧରନ୍ତୁ ଓ ଭାବିଚିନ୍ତି କାମ କରନ୍ତୁ। ଆତ୍ମନିୟନ୍ତ୍ରଣ ଆବଶ୍ୟକ।

କର୍କଟ- ଦିନଟି ଭଲ ରହିବ। କାମରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାରର ସହଯୋଗ ମିଳିବ। ନୂତନ ସୁଯୋଗ ଆସିପାରେ। ମନରେ ଖୁସି ରହିବ। ଅର୍ଥ ସ୍ଥିତି ସୁଧାର ହେବ।

ସିଂହ- ଶରୀର ଦୁର୍ବଳ ଲାଗିପାରେ। କାମରେ ଅସୁବିଧା ହେବ। ବିବାଦ ହେବାର ସମ୍ଭାବନା ରହିଛି। ମନ ଅସ୍ଥିର ରହିପାରେ। ଶାନ୍ତ ରହିବା ଆବଶ୍ୟକ। ଅତିରିକ୍ତ ଚିନ୍ତା ଏଡ଼ାନ୍ତୁ। ପରିବାର ସହଯୋଗ ମିଳିପାରେ।

କନ୍ୟା- ଦିନଟି ମଧ୍ୟମ ରହିବ। କାର୍ଯ୍ୟରେ ପ୍ରଗତି ହେବ। ଅର୍ଥ ଲାଭ ମିଳିପାରେ। ସମ୍ପର୍କରେ ସୁଧାର ହେବ। ନୂତନ ସମ୍ପର୍କ ଗଠନ ହୋଇପାରେ। ଧୈର୍ଯ୍ୟ ରଖନ୍ତୁ। ନୂତନ ଅବସର ମିଳିପାରେ।

ତୁଳା- ନିଷ୍ପତ୍ତି ନେବାରେ ସତର୍କ ହୁଅନ୍ତୁ। କାମରେ ଚାପ ରହିପାରେ। ପରିବାର ସହ ସମୟ କାଟନ୍ତୁ। ନୂତନ ଦାୟିତ୍ୱ ଆସିପାରେ। ଧୈର୍ଯ୍ୟ ଧରନ୍ତୁ। ସମ୍ମାନ ବଢ଼ିପାରେ।

ବିଛା- ଦିନଟି ମଧ୍ୟମ ରହିବ। ମନ ଚିନ୍ତିତ ରହିପାରେ। ଖର୍ଚ୍ଚ ବଢ଼ିପାରେ। କାମରେ ବାଧା ଆସିପାରେ। ସତର୍କ ଓ ସଚେତନ ରହନ୍ତୁ। ପରିବାର ସହଯୋଗ ଦେବେ। ଆତ୍ମବିଶ୍ୱାସ ରଖନ୍ତୁ।

ଧନୁ- ଦିନଟି ଭଲ ରହିବ। କାମରେ ଲାଭ ମିଳିବ। ମିତ୍ର ସହଯୋଗ କରିବେ। ନୂତନ ସୁଯୋଗ ମିଳିପାରେ। ଯାତ୍ରା ସୁଯୋଗ ରହିପାରେ। ମନ ଖୁସି ରହିବ। ଯୋଜନା ସଫଳ ହେବ।

ମକର- ଦିନଟି ଆହ୍ବାନପୂର୍ଣ୍ଣ ରହିପାରେ। କାମରେ ବାଧା ଆସିପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅଧିକ ଚିନ୍ତା ହେବ। ସମୟ ସହିତ ସୁଧାର ଆସିବ। ଧୈର୍ଯ୍ୟ ଧରନ୍ତୁ। ସହଯୋଗ ମିଳିପାରେ।

କୁମ୍ଭ- ଦିନଟି ଭଲ ରହିବ। ଧାର୍ମିକ କାମରେ ମନ ଲାଗିବ। ଯାତ୍ରା ସୁଯୋଗ ମିଳିପାରେ। ଲାଭ ମିଳିପାରେ। ପରିବାରରେ ଖୁସି ରହିବ। ନୂତନ ଅନୁଭବ ହେବ। ମନୋବଳ ବଢ଼ିବ।

ମୀନ- ଦିନଟି ମଧ୍ୟମ ରହିବ। ଶାରୀରିକ ଓ ମାନସିକ ଚାପ ରହିପାରେ। ବିବାଦ ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ସତର୍କ ରହନ୍ତୁ। ଧୈର୍ଯ୍ୟ ଧରନ୍ତୁ। ପରିବାର ସହଯୋଗ ମିଳିପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ –8249826682