Live Live
LIVE

ମନରୁ ଲିଭୁନି ଭୟଙ୍କର ଚିତ୍ର, ୨ ଘଣ୍ଟାରେ ସବୁ କିଛି ଛାରଖାର କରିଦେଲା କାଳବୈଶାଖୀ

: ୨ ଘଣ୍ଟାର ଭୟଙ୍କର ଚିତ୍ର ଏବେ ବି ଲୋକଙ୍କ ମନରେ ରହିଛି । କାରଣ ସେହି ସମୟରେ ନା ଘରେ ନା ବାହାରେ। ମଣିଷ ଠାରୁ ଗାଈଗୋରୁ ସମସ୍ତେ ହୋଇଗଲେ ଅସ୍ତବ୍ୟସ୍ତ। ବଲାଙ୍ଗିର ପାଟଣାଗଡ଼ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଯେତିକି ଭୟଙ୍କର ଥିଲା କୁଆପଥର ମାଡ଼ ସବୁ କିଛି ସାରିଦେଇଯାଇଛି।
NEWS7
Kalabaisakhi Havoc in Balangir: