Live Live

Pahalgam: ଆତଙ୍କବାଦୀ ଆକ୍ରମଣର ୮ ମାସ ପରେ ପହଲଗାମରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ପହଲଗାମ ଆକ୍ରମଣ ଜମ୍ମୁକାଶ୍ମୀରର ପର୍ଯ୍ୟଟନକୁ ଗୁରୁତର ପ୍ରଭାବିତ କରିଥିଲା। ପର୍ଯ୍ୟଟନ ହେଉଛି ଜମ୍ମୁକାଶ୍ମୀରର ପ୍ରାଥମିକ ବ୍ୟବସାୟ । ଦୋକାନଠାରୁ ହୋଟେଲ ବ୍ୟବସାୟ ସବୁକିଛି ପର୍ଯ୍ୟଟକଙ୍କ ଉପରେ ନିର୍ଭର କରେ ।
NEWS7
Pahalgam alive again