IPL 2026: କୋଲକାତା ବୋଲରଙ୍କ ଘାତକ ବୋଲିଂ, ୧୫୫ ରନରେ ଆଣ୍ଠେଇଲା ରାଜସ୍ଥାନ
ପ୍ରାରମ୍ଭିକ ମ୍ୟାଚଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୬ର ୨୮ତମ ମ୍ୟାଚରେ କମ ସ୍କୋରରେ ଆଣ୍ଠେଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଆରମ୍ଭ ସତ୍ତ୍ଵେ ବି ୧୫୫ ରନ କରି ପାରିଛି। ଜୟସ୍ଵାଲ ୩୯ ରନ ଓ ସୂର୍ଯ୍ୟବଂଶୀ ୪୬ ରନ କରିଛନ୍ତି।
Published By: Deepak - Prameya-News7 Bureau |
April 19, 2026 05:30 PM
NEWS7
KKR vs RR: ପ୍ରାରମ୍ଭିକ ମ୍ୟାଚଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ କରୁଥିବା ରାଜସ୍ଥାନ ରୟାଲ୍ସ ଆଇପିଏଲ୍ ୨୦୨୬ର ୨୮ତମ ମ୍ୟାଚରେ କମ ସ୍କୋରରେ ଆଣ୍ଠେଇଛି। କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଆରମ୍ଭ ସତ୍ତ୍ଵେ ବି ୧୫୫ ରନ କରି ପାରିଛି। ଜୟସ୍ଵାଲ ୩୯ ରନ ଓ ସୂର୍ଯ୍ୟବଂଶୀ ୪୬ ରନ କରିଛନ୍ତି। କୋଲକାତା ସମ୍ମୁଖରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ କାର୍ତ୍ତିକ ତ୍ୟାଗୀ ଓ ବରୁଣ ଚକ୍ରବର୍ତ୍ତୀ ଘାତକ ବୋଲିଂ କରି ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ସୁନିଲ ନାରିନଙ୍କୁ ମଧ୍ୟ ୨ଟି ଓ୍ଵିକେଟ୍ ମିଳିଛି।
Updating...