FIFA WORLD CUP: ଏକ ଯୁଗର ଅନ୍ତ; ମେସିଙ୍କ ଠାରୁ ରୋନାଲ୍ଡୋ, ୧୩ ଜଣ ଫୁଟବଲ୍ କିମ୍ବଦନ୍ତୀଙ୍କ ହୋଇପାରେ ଶେଷ ବିଶ୍ୱକପ୍

୨୦୨୬ ଫିଫା ବିଶ୍ୱକପ୍ ଫୁଟବଲ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ଆମେରିକା, କାନାଡା ଏବଂ ମେକ୍ସିକୋରେ ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଥର ପାଇଁ ୪୮ଟି ଦଳ ଭାଗ ନେବେ ।
NEWS7
world cup