• ମଙ୍ଗଳବାର ଥିଲା IPL 2026 ସିଜିନ୍‌ ୧୪ ତମ୍ ମ୍ୟାଚ୍
  • ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଥିଲା GTvsDC ମ୍ୟାଚ୍
  • ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ
  • ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଲା ଗୁଜୁରାଟ ଟାଇଟନ୍ସ
  • ୨୦ ଓଭରରେ ଦଳ ରଖିଲା ୨୧୦ ରନର୍‌ ଟାର୍ଗେଟ
  • ଦଳ ପକ୍ଷରୁ ଆସିଲା ଗିଲ୍, ବଟଲର, ସୁନ୍ଦରଙ୍କ ଅର୍ଦ୍ଧଶତକ
  • ୨୧୧ ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା DC
  • ପଥୁମ୍ ନିଶାଙ୍କା ଏବଂ କେଏଲ୍ ରାହୁଲ ଖେଳିଲେ ବିସ୍ଫୋରକ ପାରି
  • ରାହୁଲ ୫୨ ବଲରେ ସଂଗ୍ରହ କଲେ ୯୨ ରନ୍
  • ହାଇସ୍କୋରିଂ ଗେମ୍‌ରେ ଚାଲିଥିଲା ବିସ୍ଫୋରକ ବ୍ୟାଟିଂ
  • ଡେଭିଡ୍ ମିଲର ୨୦ ବଲ୍ରେ ଖେଳିଲେ ୪୧ ରନର୍‌ ଇନିଂସ
  • ଶେଷ ଓଭରରେ ଦରକାର ଥିଲା ୧୩ ରନ୍
  • ବିଜୟ ପାଇଁ ୨୦ ଓଭରର ଶେଷ ବଲରେ ଦରକାର ଥିଲା ୨ ରନ୍
  • ମ୍ୟାଚ୍ ଡ୍ର କରିବାକୁ ଏକ ରନ୍ ନେବା ସମୟରେ ବ୍ୟାଟର ରନ୍ଆଉଟ୍
  • ରୋମାଞ୍ଚକ ମ୍ୟାଚରେ ଟାଇଟନ୍ସ ୧ ରନରେ ହେଲା ବିଜୟୀ